Odia News Portal

ଓଡିଆ ଖାଦ୍ୟର ମଜା ନେବେ ଖଣ୍ଡଗିରି ବାସୀ

ଏଥର ଖଣ୍ଡଗିରିବାସୀ ଙ୍କୁ ମିଳିବ ଓଡ଼ିଶା ହୋଟେଲ୍ର ସୁସ୍ୱାଦୁ ଖାଦ୍ୟ । ଖଣ୍ଡଗିରି ବାସୀଙ୍କୁ ସୁଆଦିଆ ଖାଇବା ଯୋଗାଇବ ଓଡିଶା ହୋଟେଲ । ଓଡ଼ିଆ ଙ୍କ ଖାଦ୍ୟ ଓ ଓଡ଼ିଶାବାସୀ ଙ୍କ ଦ୍ଵାରା ସର୍ବଦାଦୃତ "ଓଡ଼ିଶା ହୋଟେଲ୍" ର ଏକ ନୂତନ ଶାଖା ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରେ ଉଦ୍ ଘାଟିତ ହୋଇ…

ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେଲେ ନବୀନ

ଉଠା ଦୋକାନୀଙ୍କୁ ମିଳିଲା ଆଶ୍ୱସ୍ଥି । ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲାଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରାଯାଇଛି।…

ନୂଆ ବର୍ଷକୁ ନଜରରେ ରଖି ଲାଗିଲା କଟକଣା

ବଡଦିନ ଓ ନୂଆବର୍ଷ ଭିଡକୁ ନଜରରେ ରଖି ଲାଗିଲା କଟକଣା ।ବଡଦିନ , ନୂଆବର୍ଷ ପାଇଁ ଜଗତସିଂହପୁରରେ ଲାଗିଲା କଟକଣା । ୫ଦିନ ମନ୍ଦିର, ମସଜିଦ୍ , ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନମାନଙ୍କରେ ସର୍ବସାଧାରଣ ସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ନୂଆବର୍ଷରେ ପ୍ରସିଦ୍ଧ ମା ଶାରଳାଙ୍କ ମନ୍ଦିର ସମେତ…

୧୦ ଡିଗ୍ରୀ ତଳେ ୧୧ ଟି ସ୍ଥାନର ତାପମାତ୍ରା

ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି ବୋଲି ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଫୁଲବାଣୀ ସବୁଠୁ ଥଣ୍ଡା ସହର । ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍…

ଉତ୍ତର ପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ ହେବ

ଦେଶ ବାସୀଙ୍କୁ ଡରାଉଛି କୋରନାର ନୂଆ ଭାରିଆଣ୍ଟ ଓମିକ୍ରନ । ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ବିବାହ ଏବଂ ସାମାଜିକ କାର୍ୟ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। ଓ ଶନିବାର…

ଏବେବି ତାଜା ଅଛି କପିଳ ଦେବ ଙ୍କ ଏହି ରେକର୍ଡ

ଐତିହାସକ ସ୍କୋର୍ କରିଥିଲେ କପିଳ ଦେବ । ୧୯୮୩ ମସିହା ଜୁନ୍ ୧୮ ର ବିଶ୍ୱକପ୍ ଗ୍ରୁପ ମ୍ୟାଚରେ ଜିମ୍ବାୱେ ବିପକ୍ଷ ଖେଳି ୧୭୫ ସ୍କୋର କରିଥିଲେ । ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରିବେ। ଭାରତ ୧୭ରେ…

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ରାଜନେତା ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ…

ଅଙ୍ଗନୱାର୍ଡି କର୍ମୀଙ୍କ ସାଂଘାତିକ ଅଭିଯୋଗ

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢ଼ିବାକୁ ଲାଗିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ଯୋଗାଡରେ ଲାଗିପଡିଛନ୍ତି ଦଳୀୟ ନେତୃବୃନ୍ଦ । କିନ୍ତୁ ଦଳୀୟ କାର୍ୟ୍ୟକ୍ରମ ପାଇଁ ବାଙ୍କୀ ସି.ଡି.ପି.ଓ ରୂପାଲି ମିତ୍ର ଖୁଲମ୍ ଖୁଲା ଭାବେ କର୍ମୀଯୋଗାଡରେ…

ଚିରନିଦ୍ରାରେ ରାମକୃଷ୍ଣ ପଟ୍ଟନାୟକ

ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀଙ୍କ ପରଲୋକ ହୋଇଯାଇଛି । ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସାରା ଗଞ୍ଜାମ ଜିଲ୍ଲା ମ୍ରିୟମାଣ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକ।…

୨୦୨୨ ସୁଦ୍ଧା ୧୧୪୦୩ ଶିକ୍ଷକଙ୍କୁ ନିଯୁକ୍ତି କରିବେ ନବୀନ

୧୧୪୦୩ ଶିକ୍ଷକ ପଦବୀ ପୁରଣ ପାଇଁ ପଦକ୍ଷପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାନୁଯାୟୀ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ…