Odia News Portal

ଚୀନ ରେ ଲକ୍ ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ । କୋରନାର ନୂଆ ଲହରକୁ ରୋକିବା ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ ସରକାର । ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର । ପ୍ରତି ଦିନେ ଛଡା ଦିନେ ଘରର କେବଳ ଜଣେ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ…

ଆଦିତ୍ୟ ଠାକେରଙ୍କୁ ହତ୍ୟା ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ହତ୍ୟା ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ଅବଶ୍ୟ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ…

ଖବର କାଗଜ ହକରଙ୍କୁ କୋଭିଡ ସହାୟତା

ରାୟଗଡ:- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ…

ପୁରୀ ବ୍ଲୁ ପ୍ଲାଗ ବିଚ୍ କୁ ବିରେଧ

ପୁରୀ ବେଳାଭୂମିରେ ନୁତନ ବ୍ଲୁ ପ୍ଲାଗ ବିଚ୍ କୁ ତୀବ୍ର ବିରୋଧ କରାଯାଇଛି ।ଏହାକୁ ନେଇ ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଛି । କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀ ବହୁ ସଂଖ୍ୟାରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଗତ ୧୭ତାରିଖରୁ…

ଆମେରିକାରେ ଫାଇଜର ବଟିକାକୁ ମିଳିଲା ଅନୁମତି

କୋଭିଡ ଆକ୍ରନ୍ତ ଚିକିତ୍ସା ନିମନ୍ତେ ଆମେରିକାରେ ଫାଇଜର ବଟିକାକୁ ମିଳିଲା ଅନୁମତି । ଫାଇଜରର ପାକ୍ସଲୋଭିଡ୍ ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ବ୍ୟକ୍ତି ଖାଇ ପାରିବେ । ମେଡିକାଲରେ ଭର୍ତ୍ତି ହେବା ପରି ଅବସ୍ଥା ଆସିବା ପୂର୍ବରୁ କରୋନା ଟେଷ୍ଟ କରି ଜଣେ ଘରେ ରହି ଏହି ବଟିକା ସେବନ…

ଡରାଉଛି ଓମିକ୍ରନ ଦେଶରେ ୨୩୫ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪ ଜଣ ପଜିଟିଭ୍…

ରାଜ୍ୟରେ ହାଡଭଙ୍ଗା ଶୀତ

ଥଣ୍ଡାରେ ଥରୁଛି ସାରା ଓଡିଶା । ରାତିରେ ଖସୁଛି ପାରଦ । ରେକର୍ଡରୁ ସ୍ପଷ୍ଟ କରାଯାଇଛି ଯେ ୧୫ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସବୁଠୁ ଥଣ୍ଡାର ସହର ପାଲିଟିଛି ଫୁଲବାଣୀ । ୫ ଡିଗ୍ରୀ ତଳେ ରହୁଛି ତାପମତ୍ରା । ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି ।…

ଓଡିଶାରେ ଆଉ ୨ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

ଓଡିଶାରେ ଆଉ ଦୁଇ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିବା ସୂଚନା ରହିଛି । ପୂର୍ବରୁ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।…

ସୁସ୍ଥହୋଇ ହସ୍ପିଟାଲରୁ ଫେରିଲେ ଓମିକ୍ରନ ଆକ୍ରନ୍ତ

ନୂଆଦିଲ୍ଲୀ : ଓମିକ୍ରନ୍ କୁ ହରାଇଲେ ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨୭ ବର୍ଷୀୟ ବ୍ୟବସାୟୀ ସାହିଲ ଠାକୁରଙ୍କୁ ଲୋକ ନାୟକ ଜୟ ପ୍ରକାଶ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଡିସେମ୍ବର ୨ରେ ସେ ଦୁବାଇରୁ ଫେରିଥିଲେ ଏବଂ ଦୁଇ ଦିନ…

ନୁଆ ବର୍ଷ ପାଇଁ ଆସିପାରେ ଗାଇଡଲାଇନ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଓ ନୁଆବର୍ଷ ପାଇଁ ଆସିପାରେ ଗାଇଡ ଲାଇନ ।ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହେବା ପରେ ଚିନ୍ତା ଘାରିଛି ନବୀନଙ୍କୁ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ତେବେ ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ବ…