Odia News Portal

ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରିଛି ବିସିସିଆଇ । ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ୟ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୧ ରେ ବିରାଟ ବାହିନୀ ଏକ ନୂତନ କିଟ୍ରେ ନଜର ଆସିବେ। ବିସିସିଆଇ ଏକ ଟ୍ୱିଟ୍ କରି

ଆଜି ଫାଇନାଲ ପାଇଁ ଲଢ଼ିବେ ଦିଲ୍ଲୀ-କୋଲକାତା

ଦୁବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ । ଯେଉଁ ଦଳ ଆଜି ଜିତିବ ସେ ସିଧାସଳଖ ଫାଇନାଲରେ ଚେନ୍ନାଇକୁ ଭେଟିବ । ତେବେ ଫାଇନାଲ ଟିକେଟ ଲାଗି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଦିଲ୍ଲୀ ପ୍ରଥମ

ପୁରୀରୁ ୫ ଡ୍ରଗ୍ସ ବ୍ୟବସାୟୀ ଗିରଫ

ପୁରୀ: ବ୍ରାଉନସୁଗର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ କରିଛି ପୁରୀ ଏସଟିଏଫ୍ । ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୫୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ

କେବେ କମିବ କଂଗ୍ରେସ କଳି?

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ । ବିଜେପି ଏବଂ ବିଜେଡ଼ି ଲଢ଼େଇରେ ପଛରେ ପଡିଛି କଂଗ୍ରେସ । ଉପନର୍ବିାଚନ ହେଉ ବା ନିର୍ବାଚନ ସବୁବେଳେ ମାଟି କାମୁଡ଼ି ପଡୁଛି କଂଗ୍ରେସ । ତେବେ ଦଳ ବିରୋଧୀଙ୍କ ସହ କମ ଲଢ଼ୁଛି ଆଉ ନିଜ ଦଳୀୟ କର୍ମୀଙ୍କ ସହ ଅଧିକ ଲଢ଼ୁଥିବା ଦେଖିବାକୁ

ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପୁରୀ ଗସ୍ତ ବାତିଲ ରଖାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଏହି ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ୟ୍ୟକ୍ରମ ଥିଲା । ତେବେ, ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୫ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨ ଶହରୁ କିଛି ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ବଢିବା ବଦଳରେ ମଜୁରୀ କମୁଛି, ଶୋଷଣର ଶିକାର ହେଉଛନ୍ତି ରାଜଧାନୀର ସଫେଇ କର୍ମଚାରୀ

ଭୁବନେଶ୍ୱର : ସ୍ମାର୍ଟସିଟିକୁ ସଫାସୁତୁରା କରୁଥିବା ସଫେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶୋଷଣର ଶିକାର । କାହାକୁ ଦିନକୁ ୨୦୦ ଟଙ୍କା ତ ଆଉ କାହାକୁ ୨୫୦ଟଙ୍କାର ମଜୁରୀ ମିଳୁଛି । ବିଶେଷକରି ଘରୋଇ ସଂସ୍ଥା ଯେଉଁସବୁ ୱାର୍ଡର ସଫେଇ ଦାୟିତ୍ୱ ନେଇଛି ସେଠାରେ ଏଭଳି ହେଉଛି । ତେବେ ଛଟେଇ

ଜାଣନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୬୮ ଜଣ ଶିଶୁ ଓ କିଶୋର କରୋନା

ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର। ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଓ ପିଏନ୍‌ଜି ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଯାହା ଅକ୍ଟୋବର ୧୩ ତାରିଖ ସକାଳ ୬ ଟାରୁ କାର୍ଯ୍ୟକାରୀ ହେବ। ଦିଲ୍ଲୀରେ ସିଏନ୍‌ଜି ମୂଲ୍ୟ ବର୍ତ୍ତମାନ ୪୯.୭୬ ଟଙ୍କା ଥିବାବେଳେ ପିଏନଜି