Odia News Portal

ଆସିଲା ଅକ୍ଟୋବର ମାସ ଲାଗି କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର: କରୋନା ପାଇଁ ଗାଇଡଲାଇନ ଆଣିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ଗାଇଡଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ପୌରାଂଚଳରେ ନାଇଟ କର୍ଫ୍ୟୁ ଜାରି ରହିବ ସମସ୍ତ ପୌରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁଠି କେତେ ଅଛି ରେଟ୍

ନୂଆଦିଲ୍ଲୀ : ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୨୪ ରୁ ୨୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୩୦ ରୁ ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଆଇଓସିଏଲ ର ସୂଚନା

୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ କରିଛନ୍ତି । ଏହାସହିତ ସେ ରାଜସ୍ଥାନରେ ୪ ମେଡିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏହା ମଧ୍ୟରେ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ

ଅକ୍ଟୋବର ୭ରୁ ବିଇଡି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଇଡି କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୭ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ସେପ୍ଟେମ୍ବର ୨୫ରୁ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ସାମ୍ସ ୱେବ ସାଇଟରୁ ନିଜର ଆଡ଼ମିଟ୍

ଜାଣନ୍ତୁ ଦିନ ୧୨ ସୁଦ୍ଧା ପିପିଲିରେ କେତେ ଭୋଟିଂ ହୋଇଛି

ପିପିଲି: ଚାଲିଚି ମତଦାନ । ଦିନ ୧୨ଟା ସୁଦ୍ଧା ପିପିଲି ବ୍ଲକରେ ଟୋଟାଲ୨୭ ପ୍ରତିଶତ ଭୋଟିଂ ହୋଇଛି । ପୁରୁଷ ୩୦ ପ୍ରତିଶତ ମତଦାନ କରିଥିବା ବେଳେ ମହିଳା ୨୪ ପ୍ରତିଶତ ଭୋଟ ଦେଇଛନ୍ତି । ତେବେ ଭୋଟରମାନେ କରୋନା କଟକଣାକୁ ମାନି ଧାଡ଼ିରେ ରହି ଭୋଟ ଦେଉଛନ୍ତି ।

କିଏ ମାରିବ ପିପିଲି ବାଜି?

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ । ନିର୍ବାଚନୀ ମଇଦାନ ଜିତିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତେବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲଢ଼େଇ ହେଉଥିଲେ ସୁଦ୍ଧା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମରୁ ୪ ଜଣଙ୍କୁ ମଞ୍ଜୁରୀ ମିଳିଛି । ବାରରୁ ୨ ଜଣ ଓ ୨ଜଣ ଜୁଡିସିଆଲ ଅଫିସର ହେବେ ବିଚାରପତି ।ତେବେ ଏହି ୪ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକୃଷ୍ଣ ଓ ଶଶିକାନ୍ତ

ଭୋଟଦେଲେ ମହାରଥୀ ପରିବାର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ,

ପିପିଲି ଭୋଟ: ୬ ଇଭିଏମରେ ତ୍ରୁଟି

ପିପିଲି: ପିପିଲି ଉପନିର୍ବାଚନ ଲାଗି ଚାଲିଛି ମତଦାନ । ଏହାରି ଭିତରେ ଜଣାପଡ଼ିଛି କି ୬ଟି ଇଭିଏମରେ ତ୍ରୃଟି ରହିଛି । ଏହାକୁ ନେଇ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । କୌଶଲ୍ୟାପୁରର ୧୫୪ ନମ୍ବର ବୁଥ, ପୁବାର ୧୫୮ ନମ୍ବର ବୁଥ, ଲକ୍ଷ୍ମୀନାରାୟଣପୁରର ୧୬୧ ନମ୍ବର ବୁଥ, କୁଞ୍ଜରର ୧୬୭ ନମ୍ବର

ପିପିଲିରେ ଚାଲିଛି ମତଦାନ

ପିପିଲି: ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ପିପିଲି ଉପନର୍ବିାଚନ ଲାଗି ଭୋଟରମାନେ ଦେଉଛନ୍ତି ଭୋଟ । ସକାଳୁ ସକାଳୁ ଆଗ୍ରହର ସହ ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ମଧ୍ୟ ମତଦାନ