ଟି-୨୦ ବିଶ୍ୱକପ ଲାଗି ପାକିସ୍ତାନର କୋଚ ହେଲେ ମ୍ୟାଥୁ ହେଡେନ
ଇସଲାମବାଦ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ଟାଇଟଲ ହାସଲ କରିବା ଲାଗି ସବୁ ଦଳ ନିଜ ନିଜର କ୍ଷେତ୍ର ରକ୍ଷଣ ପ୍୍ରସ୍ତୁତ କଲେଣି । ଏହାରି ଭିତରେ ପାକିସ୍ତାନ ଦୁଇଜଣଙ୍କୁ କୋଚ ଦାୟିତ୍ୱ ଦେଇଛି । ପାକିସ୍ତାନ ଟିମ୍ର କୋଚ୍ ନିଯୁକ୍ତ ହେଲେ ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ୍ ଓ ଭେରନନ୍!-->…
