ଆଜି ରାଜ୍ୟରେ ୬ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ କୁମଛି କରୋନା ସଂକ୍ରମଣ । ମୃତ୍ୟୁହାର ମଧ୍ୟ ଦିନକୁ ଦିନ ତଳମୁହାଁ ହେଉଛି । ତେବେ ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି। ଦୈନିକ କରୋନା ଜନିତ ମୃତ୍ୟୁ ୧୦ରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ!-->…
