ଇଏସଡିଏ ପରିବେଶ ଉକ୍ରର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ
ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍ଭାଇରନ୍ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍ମେଂଟ ଆସୋସିଏସନ୍ (ଇଏସ୍ଡିଏ) ପକ୍ଷରୁ ଆୟୋଜିତ ଇଏସ୍ଡିଏ ପରିବେଶ ଉକ୍ରର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ର ଫେସର!-->…
