Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ସଂକ୍ରମଣ । କେତେବେଳେ ୫ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ତ ଆଉ କେତେବେଳେ ୫ଶହ ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦୭ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୭୪ ନୂଆ ରୋଗୀ ଚିହ୍ନଟ

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତରେ ଯାଉଛନ୍ତି । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡିରେ ପହଂଚି ବିଭିନ୍ନ ୭୯୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାଛଡା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ

ନିଜ ଘରେ ବାବାଙ୍କୁ କେଉଁ ପଦ୍ଧତିରେ ପୂଜା କରିବା ଉଚିତ୍‌

ଭୁବନେଶ୍ୱର: ବାବାଙ୍କୁ ମନ୍ଦିରରେ ଓ ଘରେ ପୂଜା କରିଯିବା ଭିତରେ ବହୁତ ଫରକ ଅଛି । ଘରେ ଯେଉଁ ପୂଜା ବା କ୍ଷୁଦ୍ର ବିଗ୍ରହ ପୂଜା କରାଯାଏ ତା’ର ପ୍ରାଣ ପ୍ରତିଷ୍ଠାକରାଯାଇ ନଥାଏ । ତେଣୁ ପଞ୍ଚୋପଚାର ପଦ୍ଧତିରୁ ଯେକୌଣସି ଗୋଟିଏ ପଦ୍ଧତିରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇପାରେ । ମନ୍ଦିରରେ

ବିଜେଡି ବିଜୟ ପରେ ପିପିଲି ବାସୀଙ୍କୁ ଧନ୍ଯବାଦ ଜଣାଇଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ପୁଣି ଏକ ଉପ-ନିର୍ବାଚନ ଜିତିଛି ବିଜୁ ଜନତା ଦଳ(ବିଜେଡି) । ଅକ୍ଷୁର୍ଣ୍ଣ ରହିଛି ବିଜେଡି ଓ ନବୀନଙ୍କ ଲୋକପ୍ରିୟତା । ଆଉ ଚିତପଟାଙ୍ଗ୍ ମାରିଛନ୍ତି ବିରୋଧୀ । ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି ବିଜେଡି

ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପିପିଲିବାସୀଙ୍କ ଭଲ ପାଇବା ଭୋଟରେ କନଭର୍ଟ ହୋଇଛି । ତେବେ ରୁଦ୍ରଙ୍କ ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ

ରାଜ୍ୟସ୍ତରୀୟ ଜନସମ୍ପର୍କ ସମ୍ମିଳନୀ ଆୟୋଜନ କରିବ ପିଆରଏସଆଇ ଭୁବନେଶ୍ୱର ଚାପ୍ଟର

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ବୈଠକ ଗତ ଶୁକ୍ରବାର ଦିନ ପ୍ରେସ କ୍ଲବ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହିତ

କଣ୍ଢେଇଯାତ୍ରାର ଟିମକୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ଗଞ୍ଜାମ: ବ୍ରହ୍ମପୁର ସହରର ପ୍ରାଚୀନ ଏବଂ ସଂସ୍କୃତି ସମ୍ପର୍ଣ୍ଣ  ପରମ୍ପରା କଣ୍ଢେଇ ଯାତ୍ରା। ଆଜକୁ କେଉଁ ଆଵହମାନ କାଳରୁ ଚାଲି ଆସୁଛି ଏହି ପରମ୍ପରା।ଏହାକୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର୍ନେସନାଲ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ପ୍ରଦର୍ଶିତ କରି

ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ପିପିଲି, ରୁଦ୍ର ହେଲେ ବିଧାୟକ

ଭୁବନେଶ୍ୱର: ଆଜି ହେଉଛି ସେହି ତାରିଖ, ଅକ୍ଟେବାର ୩ । ଯେଉଁ ତାରିଖରେ ଯେଉଁ ତିଥୀରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଠିକ ବର୍ଷକ ପରେ ପିପିଲି ପାଇଛି ନୂଆ ବିଧାୟକ । ତାହା ପୁଣି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ । ପିପିଲି

ଗିରଫ ହେଲେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର

ପୁଣି କଂଗ୍ରେସରେ କଳି

ଭୁବନେଶ୍ୱର: ପୁଣିଥରେ କଂଗ୍ରେସ ଭବନରେ କଳି । ନିରଞ୍ଜନ ହଟାଓ ନାରା ଦେଇଛନ୍ତି ତୃଣମୂଳ ସ୍ତରର କର୍ମୀ । ପିପିଲି ଉପନର୍ବାଚନରେ କଂଗ୍ରେସର ଶୋଚନୀୟ ଫଳାଫଳ ଲାଗି ନିରଞ୍ଜନ ଦାୟୀ ବୋଲି ଦାବି ଜଣାଇଛନ୍ତି କର୍ମୀ । ତେବେ ଦୀର୍ଘଦିନ ହେବ କଂଗ୍ରେସରେ ନିରଞ୍ଜନ ହଟାଓ ନାରା ଦିଆଯାଉଛି । ଦଳର କିଛି