Odia News Portal

ଜାଣନ୍ତୁ ଛତୁର ଉପକାରିତା

ଭୁବନେଶ୍ୱର: ପରରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଖାଇବା ପସନ୍ଦ ନୁହେିଁ । ତଥାପି ଛତୁ ଉଭୟ ଭେଜ ଓ ନନଭେଜ ଖାଉଥିବା ସମସ୍ତ ଲୋକଙ୍କ ପସନ୍ଦ ହୋଇଥାଏ । ତେବେ ଏହି ଛତୁର ଅନେକ ଗୁଡିଏ ଉପକାରିତା ରହିଛି । କରୋନା ମହାମାରୀ ସମୟରେ ଛତୁର ରହିଛି ଅନେକ ଉପକାରିତା । ଯଦି ଆପଣଙ୍କ

ଗୁରୁ ଦିବସରେ ବନ୍ଧାହେଲେ ନକଲି ଶିକ୍ଷକ

ଅନୁଗୁଳ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ଲାଗି ଦିନଟିଏ । ଗୁରୁ ଯିଏ ଆମକୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଏଭଳି ଏକ ପବିତ୍ର ଦିନରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ ୧୦ ବର୍ଷ ହେବ ଚାକିରୀ କରି ଆସୁଥିଲେ । ତେବେ ଖବର

ଓୟୋ ହୋଟେଲରେ ସେକ୍ସ ରାକେଟ୍

ଭୁବନେଶ୍ୱର: ଦେହ ବେପାରର ନୂଆ ତରିକା । ଓୟୋ ହୋଟେଲରେ ଚାଲିଥିଲା ଦେହ ବେପାର । ଗ୍ରାହାକ ଅସନ୍ତୁଷ୍ଟ ହେବାପରେ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ଖବର ପାଇବା ପରେ ସିଲ୍ କରିଛି ହୋଟେଲ । ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଓୟୋ ରୁମରେ ସେକ୍ସ ରାକେଟ ଠାବ ହୋଇଛି। ପୁଲିସ ଦ୍ୱାରା ୮

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କୃଷ୍ଣ ବଳରାମ ବେଶ, ଜାଣନ୍ତୁ ଏହି ବେଶର କଣ ରହିଛି ରହସ୍ୟ

ପୁରୀ: ସେ କାଳିଆ ସାଆନ୍ତ । ତାଙ୍କର ବାର ମାସରେ ତେର ପର୍ବ । ଆଉ ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ବେଶ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ

ସନ୍ଦେହଘେରରେ ଦମ୍ପତିଙ୍କ ମୃତ୍ୟୁ, ତଳେ ପଡିଛି ସ୍ତ୍ରୀର ମୃତଦେହ ଓ ଝୁଲନ୍ତା ଅବସ୍ଥାରେ ସ୍ୱାମୀ

ଗଞ୍ଜାମ: ପୋଲସରା ଥାନା ସୋଡ଼କ ଗାଁରେ ଘଟିଛି ଅଘଟଣ । ଘର ଭିତରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଓହଳିଛି । ତେବେ ସେମାନଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଗାଁ ଲୋକେ ପୋଲିସକୁ ଖବର

ପଞ୍ଜଶୀର ଲଢ଼େଇରେ ୬ଶହରୁ ଅଧିକ ତାଲିବାନୀ ନିହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର ନଜର ଏବେ ପଞ୍ଜଶୀର ଉପରେ । ପଞ୍ଜଶୀରକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ତାଲିବାନ । ହେଲେ ୬୦୦ରୁ ଅଧିକ ତାଲିବାନୀ ଏହି ଯୁଦ୍ଧରେ ପ୍ରାଣ ହରାଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ ଏକ ହଜାରରୁ ଅଧିକ ଲୋକ ମଧ୍ୟ ଆତ୍ମସମର୍ପଣ

ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅନୁଗୁଳ ଓ ବାଲେଶ୍ୱରରୁ ୨ ଲେଖାଏଁ, ଭଦ୍ରକ,କଟକ ଓ ଖୋର୍ଦ୍ଧାରୁ ୧ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ଗୁରୁ ଦିବସ ଅବସରରେ ଓଡ଼ିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ଓଡିଶାର ଦୁଇ ଜଣଙ୍କ ସମେତ ଦେଶର ୪୪ ଜଣ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଭର୍ଚୁଆଲ୍ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ଜାଣନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ…

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି ପାଇଛି। ୯,୯୬,୩୦୦ ସୁସ୍ଥ ହୋଇ ଘରକୁ

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ କ୍ରିଷ୍ଣା ନାଗର

ଟୋକିଓ: ପାରା ଅଲିମ୍ପିକ୍ସର ଅନ୍ତିମ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଂଟନର ଏସଏଚ-୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କ୍ରିଷ୍ଣା ନାଗର । ଫାଇନାଲରେ କ୍ରିଷ୍ଣା ନାଗର ହଂକଂର ମାନ୍ କାଇ ଚୁ’ଙ୍କୁ ହରାଇଛନ୍ତି । କ୍ରିଷ୍ଣା ୨୧-୧୭, ୧୬-୨୧ ଓ ୨୧-୧୭ରେ ବିଜୟୀ