ଦିଲ୍ଲୀରେ ଖୋଲିଲା ଧାର୍ମିକ ସ୍ଥଳ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜିଠାରୁ ସବୁ ଧାର୍ମିକ ସ୍ଥଳ ଖୋଲିବ । କାଭିଡ୍ ନିୟମ ପାଳନ ପୂର୍ବକ ଭକ୍ତଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦିଲ୍ଲୀ ସରକାର ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ ଥିବା କଟକଣା କୋହଳ କରିଛନ୍ତି । ତେବେ ଲୋକଙ୍କୁ!-->…
