ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା +୩ ନାମଲେଖା ତାରିଖ ବୃଦ୍ଧି ତଥା ପରିବର୍ତ୍ତନ ନିମନ୍ତେ ଦାବିପତ୍ର
ବଲାଙ୍ଗୀର: ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ +୩ ରେ ନାମଲେଖା ପାଇଁ ଆବେଦନ ସମୟସୀମାକୁ ନୂଆଖାଇ ଦିନ ମଧ୍ୟ ରଖାଯାଇଛି। ଯେହେତୁ ନୂଆଖାଇ ଆମ ପଶ୍ଚିମଓଡ଼ିଶା ଗଣପର୍ବ ଏବଂ ଏହିଦିନ ଆବେଦନ ନିମନ୍ତେ ଛାତ୍ରଛାତ୍ରୀ ମାନେ ପହଞ୍ଚିବା ଅସମ୍ଭବ ପ୍ରାୟ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ!-->…
