ବିରୋଧୀଙ୍କ ହୋହାଲ୍ଲା, ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ୱର: ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାର ଆଜି ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକାର୍ୟ୍ୟ ଅଚଳ ହୋଇଛି । ଷ୍ଟାଫ୍ ସିଲେକ୍ସନ୍ କମିଶନ ଦୁର୍ନତୀକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ । କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ । ଅପରାହ୍ନ ୪!-->…
