Odia News Portal

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ନିଜ ଦଳକୁ ନେଇ ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ଦ୍ୱିତୀୟ ଭାଗ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ସବୁଦଳ ଏବେଠାରୁ ଅଭ୍ୟାସ ଆରମ୍ଭ କରିଲେଣି । ତେବେ ଏହାରି ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ପ୍ରବୀଣ ଆମ୍ରେ କହିଛନ୍ତି କି, ଆମ ଦଳ ପୁଣି ପ୍ରଥମରୁ ଖେଳ ଆରମ୍ଭ କରିବ । ଦଳ

ଜୋମାଟୋ ବିଜ୍ଞାପାନରେ ହ୍ରିତିକ୍ ଓ କ୍ୟାଟ୍ରିନା, ଲୋକେ ସୋସିଆଲ ମିଡିଆରେ କମ୍ପାନୀକୁ ଦେଲେ ଏମିତି ମନ୍ତବ୍ୟ

ମୁମ୍ବାଇ: ଜୋମାଟୋର ନୂଆ ବିଜ୍ଞାପନ ଆସିଛି । ଯେଉଁଥିରେ ହ୍ରିିତିକ ଓ କ୍ୟାଟ୍ରିନା କୈଫ ରହିଛନ୍ତି । ଉଭୟଙ୍କ ଏହି ଆଡଟି ଲୋକଙ୍କ ମନକୁ ବେଶ୍ ଛୁଇଁଛି । ତେବେ ଏହି ଆଡକୁ ନେଇ ବିବାଦ ମଧ୍ୟ ଉପୁଜିଛି । କିଛି ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଜୋମାଟୋରେ କାମ କରୁଥିବା ଡେରିଭରି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ।୨୪ ଘଣ୍ଟାରେ ଆଉ ୪୧,୯୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୧୦,୮୪୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା

ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ୱର : ଦୀର୍ଘ ୫ ମାସ ପରେ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ବିଏମସି ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ ପାଳନ କରିବା

ଗୃହ ଆରମ୍ଭରୁ ହୋହାଲ୍ଲା, ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ତେବେ ଗୃହ ଆରମ୍ଭରୁ ବିରୋଧୀରେ ହୋହାଲ୍ଲା । ମରୁଡି ପରିସ୍ଥିତି ନେଇ ହୋହାଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ତେବେ ଗୃହକୁ ୧୨.୩୪ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ୫୩ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହସ୍ତଗତ ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲାରେ ୫ ଓ ଜଗତସିଂହପୁର ଜିଲାରେ ୬ ଜଣ କରୋନା ଆକ୍ରାନ୍ତ

ଆରମ୍ଭ ହେଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାଵ ଆଗତ ହୋଇଛି। ଭିସି ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ,

ବର୍ଷାଙ୍କ ମାମଲା ଖାରଜ କଲେ କୋର୍ଟ

କଟକ: ଦିନକୁ ଦିନ ନୂଆ ମେଡ ନେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ । ଛାଡ଼ପତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ନୂଆ ରୂପ ନେଉଛି । କଟକ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ

ମୁଖ୍ୟମନ୍ତ୍ରୀ ପଦକ ପାଇଁ ନାମ ଘୋଷିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦକ ପାଇଁ ନାମ ଘୋଷିତ । ବିଭାଗର ସୁପାରିଶ କ୍ରମେ ନାଁ ଘୋଷଣା କଲା ରାଜ୍ୟ ଗୃହ ବିଭାଗ । ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫-ଟି ଅଧୀନରେ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ ୬୪ଜଣ ମନୋନିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ

ପୁଣି ୨୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦର । ସେପ୍ଟେମ୍ବର ମାସ ଆରମ୍ଭରୁ ଦର ବଢ଼ିଛି । ଯାହାକି ନିମ୍ନ ମଧ୍ୟବିତଙ୍କ ଲାଗି ମହଙ୍ଗା ମାଡ଼ ହୋଇଛି । ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ବର୍ତ୍ତମାନ