Odia News Portal

ଶ୍ରୀଗଣେଶଙ୍କୁ ପ୍ରଶନ୍ନ କରିବାକୁ ଚଢ଼ାନ୍ତୁ ଏହିସବୁ ଭୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଇବେ ବିଘ୍ନହର୍ତା ପ୍ରଭୁ ଶ୍ରୀଗଣେଶ । ଏନେଇ ଚାରିଆଡେ ଉତ୍ସବମୁଖର । ଏହି ପବିତ୍ର ପୂଜା ଅବସରରେ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ୧୦ଟି ଭୋଗ ଲାଗି କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୧୦ଟି ଭୋଗ ବିଷୟରେ..

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଇବେ ଗଜାନନ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି । ରାଜ୍ୟର

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ, ଜାଣନ୍ତୁ କେଉଁ କଲେଜରେ କେତେ ରହିଛି କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ । ମୋଟ୍ ୨ ଲକ୍ଷ ୪୪ ହଜାର ୨୫୨ ପିଲା ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି ୧ ଲକ୍ଷ ୬୮ ହଜାର୫୩୭ ଜଣ । ଭୁଗୋଳରେ ବିଜେବି କଲେଜ କଟ୍ ଅଫ୍ ମାର୍କ ରହିଛି ୯୫.୨୦ % । ସେହିଭଳି ପଦାର୍ଥ ବିଜ୍ଞାନରେ ବିଜେବି କଲେଜରେ କଟ୍

ଆୟକର ରିଟର୍ଣ୍ଣସର ସମୟସୀମା ବୃଦ୍ଧି

ଭୁବନେଶ୍ୱର: ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା । ୩୧ ଡିସେମ୍ବର ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯିବା ନେଇ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ପୂର୍ବରୁ ଶେଷ ତାରିଖ ଥିଲା ୩୦ ସେପ୍ଟେମ୍ବର । କିନ୍ତୁ ଏହାକୁ ପୁଣିଥରେ ବଢ଼ାଇ ୩୧ ଡିସେମ୍ବର କରାଗଲା ।

ରାଜଧାନୀରୁ ଚିହ୍ନଟ ହେଲେ ୨୫୮ ଆକ୍ରାନ୍ତ

ଭୁବନେଶ୍ୱର: ଭାଙ୍ଗୁଛି କରୋନା ଚେନ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରୁ ୨୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ନୂଆ କରୋନା

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ କ୍ରିକେଟ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍

ଓଭାଲ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା

ରିଲିଜ୍ ହେଲା ବିଜୟଙ୍କ ପ୍ରଥମ ବଲିଉଡ୍ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଚର୍ଚ୍ଚିତ ଅଭିନେତା ହେଉଛନ୍ତି ବିଜୟ ଦେବରକୋଣ୍ଡା । ସାଉଥ ଇଣ୍ଡଷ୍ଟ୍ରୀରେ ତାଙ୍କର ବେଶ କ୍ଷ୍ୟାତି ରହିଛି । ତାଙ୍କୁ ଦର୍ଶକେ ମଧ୍ୟ ବହୁ ପସନ୍ଦ କରିଛନ୍ତି । ତେବେ ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର’ ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ତାଙ୍କ

କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଚାଲିବ ମାମଲା । ଆଜି ଏନେଇ ସୂଚନା ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ

ସରିଲା ଦୁଷ୍ମନ୍ତଙ୍କ ଶେଷକୃତ୍ୟ

ପୁରୀ: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗତସିଂପୁର ଜିଲ୍ଲାର ଦୁଷ୍ମନ୍ତ ଦାସ । ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ତେବେ ଆଜି ଦୁଷ୍ମନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

ଲର୍ଡସ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହାରି ଭିତରେ ଆଜି ନିଜର ଦଳ ଘୋଷଣା କରିଛି ଇଂଲଣ୍ଡ । ୧୫ ଜଣିଆଁ ଦଳ ଘୋଷଣା କରାଯାଇଛି । ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ନଜର ପକାନ୍ତୁ କାହାକୁ ମିଳିଛି ସ୍ଥାନ ।