Odia News Portal

ବିଜେଡିରେ ମିଶିଲେ ବିଜେପି ନେତା

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡି । ବଢ଼ୁଛି ବିଜେଡି ସୁପ୍ରିମୋଙ୍କ ଲୋକ ପ୍ରିୟତା । ବିରୋଧୀମାନେ ଦଳ ଛାଡ଼ି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛନ୍ତି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି ।

ଅରିନ୍ଦମଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କି, କାର୍ୟ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ

ମନେ ରହିବେ ଅରିନ୍ଦମ

ଭୁବନେଶ୍ୱର: ଆଉ ନାହାଁନ୍ତି ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ । ଖବର ସଂଗ୍ରହ କରିବାକୁ ଯାଇ ଜୀବନ ହାରିଛନ୍ତି । ସବୁଠି ଦୁଃଖର ଛାୟା । ଯିଏ ବି ତାଙ୍କ ବିୟୋଗ ଖବର ଶୁଣୁଛି ଆଖିରୁ ଲୁହ ଢ଼ାଳିଦେଉଛି । ଏପରିକି ଅନେକ ଲୋକ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାଁନ୍ତି । ତାଙ୍କ ମୃତ୍ୟୁ

ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏସସିବିରେ

ଖବର ସଂଗ୍ରହ କରିବାକୁ ଯାଇ ନିଜେ ବନିଗଲେ ଖବର

ଭୁବନେଶ୍ୱର: ନିଜ ଜୀବନକୁ ବାଜିରେ ଲଗାଇ ଗଭୀର ପାଣିକୁ ଯାଇଥିଲେ ଖବର ସଂଗ୍ରହ କରିବା ଲାଗି । ହେଲେ ଶେଷରେ ନିଜେ ବନିଗଲେ ଖବର । କଟକ ମୁଣ୍ଡୁଳି ବ୍ରିଜ ନିକଟରେ ମହାନଦୀରେ ଫସି ରହିଥିବା ହାତୀକୁ ଘଉଡାଇବା ଲାଗି ଯାଇଥିଲେ ଓଡ୍ରାଫ୍ ଟିମ୍ । ଓଡ଼୍ରାଫ ବୋଟରେ ଯାଇଥିଲେ ଓଟିଭି ପ୍ରତିନିଧି ଏବଂ

୧୨ ଘଣ୍ଟା ନୁହେଁ ଏଣିକି ୮ ଘଣ୍ଟା ଡ୍ୟୁଟି କରିବେ ମହିଳା ପୋଲିସ କର୍ମଚାରୀ

ମୁମ୍ବାଇ: ମହିଳା ପୋଲିସକୁ ନେଇ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ସରକାରଙ୍କ ନୂତନ ଗାଇଡଲାଇନ ମୁତାବକ, ଏଣିକି ମହିଳା ପୋଲିସ କର୍ମଚାରୀଙ୍କୁ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି କରିବାକୁ ହେବ । ଏନେଇ ମହାରାଷ୍ଟ୍ରର ଡିଜିପି ସଞ୍ଜୟ ପାଣ୍ଡେୟ ସୂଚନା ଦେଇ କହିଛନ୍ତି କି,

୩ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ ପରିସର

ଭୁବନେଶ୍ୱର: ରାଜଧାନରେ ସଂକ୍ରମଣ ପୁଣି ଭୟଙ୍କର ରୂପ ନେଇ ଆତଙ୍କ ସୃଷ୍ଟି କରୁଛି। କିନ୍ତୁ ଲୋକେ ଚେତୁନାହାନ୍ତି । ବେପରୁଆ ଭାବେ ବୁଲୁଛନ୍ତି।କୋଭିଡ୍ ନିୟମ ମାନୁନାହାନ୍ତି । ବଜାରରେ ଭିଡ ଜମାଉଛନ୍ତି । ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରଖୁନାହାନ୍ତି । ଏଭଳି ସ୍ଥିତି ପୁଣି

ଅପରେସନ ହାତୀ: ଓଡ୍ରାଫ ବୋଟ୍ ଓଲଟିଲା

କଟକ: ଅପରେଶନ ଗଜ ଉଦ୍ଧାର ବେଳେ ଅଘଟଣ। ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ୍ ବୋଟ୍ ଓଲଟି ପଡିଛି। ହାତୀକୁ କୂଳକୁ ଘଉଡାଇବା ବେଳେ ପାଣି ସ୍ରୋତରେ ରବର ବୋଟ୍ଟି ଓଲଟି ପଡିଛି। ଓଡ୍ରାଫ୍ ଟିମ୍ରେ ଥିବା ୬ ରୁ ୭ ଜଣ ସଦସ୍ୟ ପ୍ରଖର ପାଣି ସ୍ରୋତରେ ଭାସି ଯାଇଛନ୍ତି। ଖବର

ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କଟକଣା ଯୋଗୁଁ ଦୀର୍ଘଦିନ ହେବ ସ୍କୁଲ ଠିକସେ ଖୋଲାହୋଉନାହିଁ । ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଭୟରେ ସ୍କୁଲ ଆସୁନାହାଁନ୍ତି । ରାଜ୍ୟରେ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ । ପୂଜା ସାରିବା ପରେ ସ୍କୁଲ ଖୋଲିବା ନେଇ ଆଲୋଚନା ହେବ । ସରକାର

ଆଜି ଧୋନୀ କୋହଲି ଲଢ଼େଇ

ଦୁବାଇ: ଆଇପିଏଲ ୨୦୨୧ର ସମସ୍ତ ମ୍ୟାଚ ଏବେ ଦମଦାର ହେବାରେ ଲାଗିଛି । ଆଜି ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ୍ ତାଲିକାରେ ଆର୍ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ୮