Odia News Portal

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦେଶରେ ଗୁରୁବାର ଦିନକ ମଧ୍ୟରେ ୩୧,୩୮୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକରେ ୩୨,୫୪୨ ଜଣ କୋଭିଡରୁ ଆରୋଗ୍ୟଲାଭ କରିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି। ଅନ୍ୟପକ୍ଷରେ କୋଭିଡରୁ ଆରୋଗ୍ୟ ହାର

୨୬ରୁ ପୁଣି ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖଠାରୁ ପୁଣି ଥରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଲଘୁଚାପ ପ୍ରଭାବରେ ଏହି ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬-୨୮ ତାରିଖ ପର୍ୟ୍ୟନ୍ତ ବର୍ଷା ହେବ। ବିଶେଷ କରି ଦକ୍ଷିଣ, ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ

ଜୀବନ ସହ ସଂଘର୍ଷ କରୁଛି ଦନ୍ତା

କଟକ: ମୁଣ୍ଡଳୀ ବ୍ରିଜ୍ରେ ଫସି ଯାଇଛି ଦନ୍ତା ହାତୀ। ଆଠଗଡ଼ ବନଖଣ୍ଡ ଅଧୀନରେ ଆସୁଥିବା ମୁଣ୍ଡଳୀ ଅଞ୍ଚଳରେ ଶୁକ୍ରବାର ସକାଳେ ୧୮ ଟିକିଆ ହାତୀ ପଲ ନଦୀ ପାର ହେଉଥିବା ବେଳେ ମହାନଦୀର ବନ୍ୟାଜଳରେ ଭାସି ଆସିଥିଲେ। ତେବେ ଅନ୍ୟ ହାତୀମାନେ ରକ୍ଷା ପାଇ କୂଳକୁ ଯାଇଥିବା ବେଳେ ଏକ ଦନ୍ତା ହାତୀଟି

ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ । ତେବେ ପ୍ରତିଦିନ ରାଜ୍ୟରେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। କଟକରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସୁନ୍ଦରଗଡ ଜିଲାରେ ମଧ୍ୟ ୩ ଜଣ କରୋନା

ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଆରମ୍ଭ ହେଉଛି । ଆସନ୍ତା ୨୬ତାରିଖରେ ମାଓବାଦୀ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ ନବୀନ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ବୈଠକରେ ଯୋଗ ଦେବେ । ୧୦ଟି ମାଓବାଦୀ ପ୍ରଭାବିତ

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଁଖାଇ ଭେଟଘାଟ୍-୨୦୨୧ ଅନୁଷ୍ଠିତ

ବଲାଙ୍ଗୀର: ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍-୨୦୨୧ ସ୍ଥାନୀୟ ପିଆର୍ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଓଟିଡିସି ଚେଆର୍ମେନ୍ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ ଚଂଚଳ

ଆଜି ବାଇଡେନଙ୍କ ସହ ମୋଦୀଙ୍କ ବୈଠକ, ଜାଣନ୍ତୁ କେଉଁ ସମ୍ପର୍କରେ ହେବ ଆଲୋଚନା

ୱାଶିଂଟନ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ । ଦ୍ୱିପାକ୍ଷିକ ସମ୍ପର୍କ ସହ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ଏହି

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୧୬ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର ୭୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ

ଆପଣ ଅଧିକ ସମୟ ଫୋନ ଦେଖୁଛନ୍ତି କି, ଧ୍ୟାନ ଦିଅନ୍ତୁ ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କରୋନା କାଳ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାରର ଚାହିଦା ଅଧିକ ବଢିଯାଇଛି । ପିଲାଙ୍କ ପାଠ ପଢାଠୁ ନେଇ ୱାକ ଫର୍ମ ହୋମ ପର୍ୟ୍ୟନ୍ତ ସବୁକିଛି ଫୋନରେ ଚାଲିଛି । ଇଣ୍ଡିଆନ ଏକ୍ସପ୍ରେସ ମୁତାବକ, ଇଣ୍ଡିଆନ ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ସିଏମଏସ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରେ

ଭାଇରାଲ ହେଉଛନ୍ତି ଜୁନିୟର ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଷ୍ଟାଇଲରେ ଛୋଟଛୁଆ । ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି । ୟୁଜର୍ସମାନେ ତାଙ୍କୁ ବେଶ ପ୍ରଂଶସା କରୁଛନ୍ତି । ଆଜିକାଲି ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଉତ୍ତରପ୍ରଦେଶ