ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ପୁଣିଥରେ ସମସ୍ତଙ୍କୁ କରାଯାଇପାରେ ଜେରା
ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ୨ ଉପରେ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିନାହିଁ । ମୃତ୍ୟୁକୁ ନେଇ ଆଜି ବି ଲାଗି ରହିଛି ସସ୍ପେନ୍ସ । ମୃତ୍ୟୁକୁ ନେଇ ଯେଉଁମାନଙ୍କ ନାମ ଉଠିଥିଲା ସେମାନଙ୍କୁ ପୋଲିସ ପ୍ରଥମେ ଜେରା କରିଥିଲା । ଆଉ!-->…
