Odia News Portal

ରାଜ୍ୟରେ ଖୋଲିବ ସିନେମା ହଲ୍‌, ପାର୍କ, ପର୍ଯ୍ୟଟନସ୍ଥଳୀ

ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି । କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ରାଜ୍ୟର ୨୭

କ୍ୱାଟର ଫାଇନାଲରେ ହାରିଲେ ପୂଜା ରାଣୀ

ଭାରତ ପାଇଁ ପ୍ରଥମ ପଦକ ମୀରାବାଈ ଚାନୁ ଜିତିଥିଲେ। ଏହା ପରଠୁ ଭାରତ ଗୋଟିଏ ହେଲେ ପଦକ ଜିତି ପାରିନାହିଁ। ଗତକାଲି ପଦକର ସବୁଠୁ ବଡ ଆଶା ଦୀପିକା କୁମାରୀ ହାରିଥିଲେ। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ

ବନ୍ଦନା କଟାରିୟାଙ୍କ ହାଟ୍ରିକ ଗୋଲ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ

ଆଇପିଏସ୍ ପ୍ରୋବେସନରଙ୍କୁ ମୋଦୀଙ୍କ ମନ୍ତ୍ର

PS ପ୍ରୋବେସନରଙ୍କୁ ଦିଗଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।  ହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ

ଭାରତୀୟ ସେନାକୁ ବଡ ସଫଳତା

ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ଶନିବାର ଦିନ ସେନା ଓ ସ୍ଥାନୀୟ ପୋଲିସକୁ ବଡ ସଫଳତା ମିଳିଛି । ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରର ଭଣଜା । ତାର ନାମ ଇସମାଇଲ ଓରଫ ଲମ୍ବୁ ।

ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣ

ହାଇକୋର୍ଟରେ ମାମଲା ଶୁଶାଣିର ହେବ ସିଧା ପ୍ରସାରଣ । ଏଥିପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ଏହି ନୂଆ ନିୟମାବଳୀ ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ

ଯୋଗାଣ ବିଭାଗ ଯୋଗାଉନି ସଚେତନତା ଅର୍ଥ, ଛଟପଟ ଯୋଗାଣ ବାବୁ

ଭୁବନେଶ୍ୱର : ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସ୍ତରର ଯୋଗାଣ ଅଧିକାରୀମାନେ ପଛଘୁଞ୍ଚା ଦେଲେଣି । କାରଣ ହେଉଛି ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଯେଉଁ ପରିମାଣର ନିର୍ଦ୍ଦେଶ ଦିଆଯାଉଛି ସେହି ଅନୁଯାୟୀ ଅର୍ଥ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାର ଜଙ୍ଗଲ ଅଞ୍ଚଳରେ ଭାରତର ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଚଳାଇଛନ୍ତି। କାଶ୍ମୀର ଜୋନ ପୁଲିସ ସୂତ୍ର

ଟୋକିଓ ଅଲିମ୍ପିକ୍ସ: ଭାରତ ପାଇଁ ଆଉ ଏକ ପଦକ ଆଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ

ରାଜ୍ୟରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱର: କରୋନା ଭୟ କମିନଥିବା ବେଳେ ହୁ ହୁ ହୋଇ ମାଡୁଛି ଡେଙ୍ଗୁ । ରାଜ୍ୟରେ ବଢିବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଜଧାନୀରେ ବସ୍ତି ଅଞ୍ଚଳ ଅପେକ୍ଷା ଜନଗହଳି ଅଞ୍ଚଳରୁ ଅଧିକ ଡେଙ୍ଗୁ ବାହାରୁଛି। ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଥିବା ବେଳେ ବିଏମସି ଅଞ୍ଚଳରୁ