ଆଜି ରାଜ୍ୟରେ ୪ ଜୀବନ ନେଲା କରୋନା
ଭୁବନେଶ୍ୱର: କମୁଛି କରୋନା ତଥାପି ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ଗ୍ରାଫ୍ କମୁଛି । ଗତ ୨୪ ଘଣ୍ଟାରେ ୬୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ!-->…
