Odia News Portal

ଓଡ଼ିଆ ଯବାନଙ୍କ ଉପରେ ଭାରି ପଡ଼ିଲେ ଭାଇଜାନ୍

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍କୁ

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି

ଭିଜିଲାନ୍ସ ପଞ୍ଝାରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ନୂଆପଡ଼ା: ଲାଞ୍ଚ ନେଉଥିଲେ, ଧରା ପଡିଗଲେ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ । ଟିଜିଟି ଶିକ୍ଷକଙ୍କ ସର୍ଭିସ୍ ବୁକ୍ ଅପଡେଟ୍ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଆଜି ପାଳନ କରାଯାଉଛି । ଏହି ଉପଲକ୍ଷେ ଓଡିଶାର ଅନ୍ୟତମ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ଓଡିଆ କାବ୍ୟ ସାହିତ୍ୟ ଇତିହାସରେ ଛନ୍ଦ କବିତାର

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ

‘ତାରା’ ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତାରା ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି । ରାଜ୍ୟ ରାଜନୀତିରେ ମୁଣ୍ଡ ଟେକୁଥିବା କଂଗ୍ରେସକୁ ତାରା ବାହିନିପତି ଏମିତି ଘାଇଲା କରୁଛନ୍ତି ଯେ ତାଙ୍କ କଥାଗୁଡା ବିରୋଧିଙ୍କୁ ପୁନେଇ ଚାନ୍ଦ ଭଳି ଅନୁଭବ ହେଉଛି । କଂଗ୍ରେସର ଏହି ଘର କଳି ଏବେ

ଆସୁଛି ବର୍ଷାଙ୍କ ନୂଆ ଫିଲ୍ମ, ସଫଳତା କାମନା କଲେ ଅନୁଭବ

ଭୁବନେଶ୍ୱର : ତୁଟୁନି ବିବାଦ, ସାମ୍ନାକୁ ଆସୁଛି ଗୋଟିଏ ପରେ ରୋଚକ ଖବର। ଓଲିଉଡର ଷ୍ଟାରକପୁଲ ବର୍ଷା ଓ ଅନୁଭବଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି। ଏବେ ବର୍ଷାଙ୍କ ସୁଟିଂ ବିଷୟରେ ଜାଣି ସାଂସଦ ଅନୁଭବ ମହାନ୍ତି ତାଙ୍କ ସଫଳତା କାମନା କରିଛନ୍ତି । ଟ୍ୱିଟ କରି ଶ୍ରୀ ମହାନ୍ତି

ATM ଲୁଟୁଥିଲେ, ଧରା ପଡିଗଲେ

ଭୁବନେଶ୍ୱର: ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ। ଧରାପଡିଲେ ATM ଲୁଟେରା। ଭୁବନେଶ୍ୱର ଓଲ୍‌ଡଟାଉନ୍‌ରେ ATM ଭାଙ୍ଗି ଲୁଟ୍‌ କଲାବେଳେ ଲୁଟେରାକୁ ମାଡି ବସିଲେ ସ୍ଥାନୀୟ ଲୋକେ। ଆଜି ଭୋରରୁ ଲୁଟେରାମାନେ ATM ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ କାବୁ କରିଥିଲେ।

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ଯସେବାର ବିକଳ ଚିତ୍ର

ବଲାଙ୍ଗିର: ଲୋଇସିଂହା ହସ୍ପିଟାଲରେ ରୋଗୀଙ୍କୁ ଦିଆଗଲା । ଏକ୍ସପାଏରି ସାଲାଇନ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକ ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ବେଳେ ହସ୍ପିଟାଲ

ଆଜିଠୁ ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ

ଲଡ୍‌ସ : ଆଜିଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ