ଆସନ୍ତା ୨୭ରେ ଅନୁଭବ-ବର୍ଷା ବିବାଦ ମାମଲାର ଶୁଣାଣି
କଟକ: ଛିଣ୍ଡୁନି ଅନୁଭବ-ବର୍ଷା ବିବାଦ ମାମଲା । ଆଜି କାଉନସିଲିଂ ଶେଷ ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର ଅଗ୍ରଗତି ହେବ । କାଉନ୍ସେଲିଂ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ର କାଉନ୍ସେଲିଂ ଉପରେ ତାଙ୍କର ଆସ୍ଥା ନଥିବା ବର୍ଷା!-->…
