ଆଜି ପବିତ୍ର ଜନ୍ମାଷ୍ଟମୀ
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । ଏହାକୁ କିଛି ସ୍ଥାନରେ ଗୋକୁଳ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ!-->…
