ମନପସନ୍ଦର ସାଥୀଙ୍କୁ ପାଇବା ପାଇଁ ନିଜ ବେଡରୁମରେ ଲଗାନ୍ତୁ ଏହି ପ୍ରଜାପତି
ଭୁବନେଶ୍ୱର: ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ସମସ୍ତଙ୍କ ପ୍ରେମ ସାକାର ହୋଇନଥାଏ । ହେଲେ ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା!-->…
