Odia News Portal

ଦୁଷ୍କର୍ମ ଅଭିଯୋଗରେ ଦୀପିକାଙ୍କ କୋ-ଷ୍ଟାର ଗିରଫ

ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋ-ଷ୍ଟାର। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହଲିଉଡର ପପ୍‌ ସିଙ୍ଗର କ୍ରିସ୍‌-ଓ୍ୱୁଙ୍କୁ ପୁଲିସ ଗିରଫ କରିଛି.. ସୂଚନା ମୁତାବକ କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଜଣେ ପୀଡିତା

ଜିତିଲା ଭାରତ କାନ୍ଦିଲେ କମେଣ୍ଟେଟର

ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ

ବିଭିନ୍ନ କ୍ଷେତ୍ରରେ ପ୍ରଥମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟବାସୀଙ୍କୁ ନୀତି ଆୟୋଗର ପ୍ରଶଂସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ ଓଡିଶାବାସୀଙ୍କୁ

କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ବସିବ ବୈଠକ

ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଶିକ୍ଷାନୁଷ୍ଠାନ କେବେଠୁ ଓ କେମିତି ଖୋଲିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବା

ଆସନ୍ତା ୩ରୁ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର

ଆସନ୍ତା ୩ ତାରିଖରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁ କରିପାରିବେ ଦର୍ଶନ । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ୍ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସିନ୍ଧୁଙ୍କ ରଙ୍ଗରେ ରଙ୍ଗୀନ ହେଲା ଟୁିଟର

 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦେଶର ସୁନାମ ଅର୍ଜନ କରିଛନ୍ତି। ଏହି ବିଜୟ ସହିତ ଭାରତରକୁ ୩ ଟି ପଦକ ମିଳିଛି । ପିଭି ସିନ୍ଧୁଙ୍କ ବିଜୟକୁ ନେଇ ସାରା ଦେଶରେ ଖୁସିର ବାତାବରଣ ରହିଛି ଏବଂ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥି

ସୁବର୍ଣ୍ଣ ରେଖାରେ ବନ୍ୟା ଆଶଙ୍କା

 ବିପଦ ସଙ୍କେତ ଟପିଲା ସୂବର୍ଣ୍ଣରେଖା । ବସ୍ତା ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୂବର୍ଣ୍ଣରେଖା । ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ଏବେ ରାଜଘାଟଠାରେ ୧୦.୪୨ ମିଟର ଜଳ ପ୍ରବାହିତ ହେଉଛି । ଝାଡଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ

ଚଳିତ ମାସରେ ଆସିପାରେ ତୃତୀୟ ଲହର

ଚଳିତ ମାସ ଆସିପାରେ କରୋନାର ତୃତୀୟ ଲହର । ଦେଶରେ କରୋନାର ତୃତୀୟ ଲହର ଅବସମ୍ଭାବୀ ବୋଲି ବିଶେଷଜ୍ଞମାନେ ମତ ରଖୁଥିବା ବେଳେ, ଏହା କେବେ ଆସିବ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଆସୁଛି । ହେଲେ ଦେଶରେ ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ସଠିକ୍ ଆକଳନ କରିଥିବା ଆଇଆଇଟି ଗାଣିତିକ ମଡେଲ,

ଆସନ୍ତା କାଲି ଠାରୁ ଖୋଲିବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ

ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡଲାଇନ୍ ତାକୁ ଅପେକ୍ଷା କରାଯାଇଛି । ଏନେଇ

ଚତୁର୍ଥ ସ୍ଥାନରେ ଭାରତୀୟ ମହିଳା ହକି ଟିମ

ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ପ୍ରଥମ ଥର ଲାଗି ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ୍-ବିର ଶୀର୍ଷ ଦଳ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଭାରତର