ଭାରତର ଦମଦାର ବୋଲିଂ
ଲର୍ଡସ: ଭାରତର ଦମଦାର ବୋଲିଂ । ପ୍ରଥମରୁ ଇଂଲଣ୍ଡର ୱିକେଟର ପତନ ଘଟିଛି । ୨ ଓଭରରେ ୩ ରନ ମଧ୍ୟରେ ୨ଟି ୱିକେଟ ହରାଇଛି ଇଂଲଣ୍ଡ । ପ୍ରତମ ଓଭରରେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଓଭରରେ ସାମି ମଧ୍ୟ ଏକ ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଦ୍ୱିତୀୟ ପାଳିରେ ୨୯୮ ରନ!-->…
