ବାବା କଣ ନିରାମିଷ ଆହାର ଉପରେ ଗୁରୁତ୍ୱ ଦେଉଥିଲେ କି?
ଭୁବନେଶ୍ୱର: ବାବା ସାଧାରଣତଃ ନିରାମିଷ ଭୋଜନର ପକ୍ଷପାତୀ ଥିଲେ । ତେବେ ‘ଶ୍ରୀ ସାଇ ସତଚରିତ’ରେ ଉଲ୍ଲେଖ ଅଛି ଯେ, ବେଳେ ବେଳେ ଭକ୍ତମାନଙ୍କ ପାଇଁ ଆମିଷ ଖାଦ୍ୟ ରାନ୍ଧୁଥିଲେ । ପ୍ରକୃତରେ ଦେଖିବାକୁ ଗଲେ ନିଜର କ୍ଷୁଧାଚରିତାର୍ଥ କରିବା ପାଇଁ ମନୁଷ୍ୟର ଅନ୍ୟ ପ୍ରାଣୀଙ୍କୁ ବଧ କରିବାର ଅଧିକାର!-->…
