Odia News Portal

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ

ଭାରତର ବ୍ୟାଟିଂ ବିପର୍ଯୟ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି

ଫାଦର୍ସ ଡେରେ ସ୍ୱତନ୍ତ୍ର ଡୁଡଲ ଜରିଆରେ ଶୁଭେଚ୍ଛା ଜଣାଇଲା ଗୁଗଲ୍‌

ଭୁବନେଶ୍ୱର: ଆଜି ହେଉଛି ପିତୃ ଦିବସ । ଏହି ଅବସରରେ ଗୁଗଲ ତାର ଖାସ୍ ଡୁଡଲ ପ୍ରସ୍ତୁତ କରିଛି । ଏହି ରଙ୍ଗ ବେରଙ୍ଗର ଡୁଡଲ ଜରିଆରେ ଗୁଗଲ ପିତୃଦିବସ ଶୁଭେଚ୍ଛା ଜଣାଇଛି । ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ପରେ ଦୁଇଟି ପପ୍-ଅପ୍ କାର୍ଡ ଖୋଲି ଯାଉଛି । ଏଥିରେ କ୍ୟାପିଟାଲ ଜି’ ର

ସମ୍ପତ୍ତି ପାଇଁ ଶ୍ୱଶୂରଙ୍କୁ ହତ୍ୟା କଲା ଜ୍ୱାଇଁ

ଢ଼େଙ୍କାନାଳ: ସମ୍ପତି ଲୋଭରେ ପାଗଳ ହେଲା ଜ୍ୱାଇଁ । ଶେଷରେ ସମ୍ପର୍କ ନଦେଖି ଶ୍ୱଶୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଢ଼େଙ୍କାନାଳ ଜିଲ୍ଲା ପାତ୍ରଭାଗ ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୋଲିସ ଅଭିଯୁକ୍ତ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ କରିଛି ।

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା

ପାଭିଲିୟନ ଫେରିଲେ ବିରାଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଲାଗିଛି ଚତୁର୍ଥ ଝଟକା । ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନକୁ ଫେରିଛନ୍ତି । ଜେମିନସନ ତାଙ୍କୁ ଏଲବିଡ୍ଲ୍ୟୁ କରି ପାଭିଲିୟନ ପଠାଇଛନ୍ତି । ମାତ୍ର ୧୪୯ ରନରେ ଭାରତରୁ ଚତୁର୍ଥ ୱିକେଟର ପତନ ଘଟିଛି । ଉପଅଧିନାୟକ ରାହାଣେ ଓ ଋଷଭ ପନ୍ଥ

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ସ୍ୱାମୀ

କଟକ: ପରକୀୟା ପ୍ରୀତି ଶେଷରେ କାଳ ହୋଇଛି । ସ୍ତ୍ରୀର ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ସେପଟେ ସ୍ତ୍ରୀକୁ ମଧ୍ୟ ଛୁରା ମାଡ଼ କରି ଫେରାର ହୋଇଯାଇଛି ସ୍ୱାମୀ । କଟକ କଲେଜ ଛକ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସନାତନ ଦାଶ । ସେପଟେ ଗୁରୁତର ଭାବେ

ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଲାଗି ଶ୍ରୀଜୀଉଙ୍କ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା

ସ୍ୱାମୀ ସାଜିଲା ସଇତାନ

କେନ୍ଦ୍ରାପଡ଼ା: ହତ୍ୟାକାରୀ ସାଜିଲା ସୁରକ୍ଷାଦାତା । ସ୍ୱାମୀ ସାଜିଲା ସଇତାନ । ଚଳନ୍ତା ଟ୍ରେନରୁ ପତ୍ନୀଙ୍କୁ ଠେଲିଦେଲା ।.. . ଅନେକ ଆଶା ନେଇ ବର୍ଷେ ତଳେ ବିବାହ କରିଥିଲେ ରଶ୍ମିତା ମହାରଣା । କେନ୍ଦ୍ରାପଡା ରାଜନଗର ଥାନା ବଳରାମପୁର ଗାଁର ସୀତାକାନ୍ତ ବାଗଙ୍କ ଝିଅ ରଶ୍ମିତା ୨୦୨୦