୧୨ରୁ ଉର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ମିଳିବ ଟିକା!
ଭୁବନେଶ୍ୱର: ଦେଶରେ ଜାରି ରହିଛି ଟିକାକରଣ । ସମସ୍ତ ବର୍ଗର ଲୋକଙ୍କ ଟିକା ଦେବା ଲାଗି ଜାରି ରହିଛି ପ୍ରୟାସ । ତେବେ ଖୁବଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ତେବେ ଏହି ଟିକାକରଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା । ଡିସିଜିଆଇକୁ ଜରୁରୀକାଳିନ ଅନୁମତି!-->…
