Odia News Portal

ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ସାଉଥମ୍ପଟନ୍‌: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ରେକର୍ଡ କରାଯାଇଛି । ଧୋନୀ ୬୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ ।

ଅନଲାଇନ୍ କ୍ଲାସବେଳେ ଫାଟିଲା ମୋବାଇଲ

ଫୁଲବାଣୀ: ଫାଟିଲା ମୋବାଇଲ । ଅଳ୍ପକେ ବର୍ତ୍ତିଲେ ଛାତ୍ର । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଖବର । ବଲାଙ୍ଗୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ସ୍ୱାତିକ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନଲାଇନ କ୍ଳାସ ସାରିବା ପରେ ମୋବାଇଲ ଖଟ ଉପରେ ଥୋଇଥିଲେ । ତେବେ ଜୋରରେ ସାଉଣ୍ଡ

ପଞ୍ଚଭୂତରେ ବିଲିନ ହେଲେ ମିଲଖା

ଚଣ୍ଡିଗଡ଼: ପଞ୍ଚଭୂତରେ ବିଲିତ ହୋଇଛନ୍ତି ଆଥଲେଟ୍ ମିଲଖା ସିଂ । ଚଣ୍ଡିଗଡ଼ର ମଟକା ଚୈକରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ରାଜ୍ୟପାଳ ଭିପି ସିଂ ବାଦନୋର ଓ ହରିୟାଣା

ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା

ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ

ଦେଶରେ ୬ଟି ଡେଲଟା ପ୍ଲସ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ୬ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଆଇସିଏମଆର ରିପୋର୍ଟ ଅନୁସାରେ ୦.୦୪% ପ୍ରଥମ ଡୋଜ ପରେ

ଗେମ୍ ଖେଳିବାକୁ ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ, ନଦେବାରୁ ଆତ୍ମହତ୍ୟା କଲା ନାବାଳକ

ବାଲେଶ୍ୱର: ଗେମ୍ ଖେଳିବା ଲାଗି ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ । ବାପା ମୋବାଇଲ ନଦେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗାଁରୁ ଆସିଛି ଏଭଳି ଚିତ୍ର । ପରିବାର ଲୋକେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋର ମେଡିକାଲରେ

ରୋହିତଙ୍କ ପଛେ ପଛେ ପାଭିଲିୟନ ଫେରିଲେ ଗିଲ୍‌

ସାଉଥମ୍ପଟନ୍‌: ପ୍ରଥମ ସେସନରୁ ଭାରତକୁ ଝଟକା । ୨୬ ଓଭର ମଧ୍ୟରେ ୨ଟି ୱିକେଟ ବିନିମୟ କରିସାରିଲାଣି ଭାରତ । ପ୍ରଥମେ ରୋହିତ ଶର୍ମା ଆଉଟ୍ ହୋଇଥିବା ବେଳେ ପରେ ଶୁଭମନ ଗିଲ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୬୮ ବଲରୁ ୩୪ ରନ କରିଥିବା ବେଳେ ଗିଲ ୬୪ଟି ବଲରୁ ୨୮ ରନ କରିଛନ୍ତି । ସେ

୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଶିଶୁ ବିକ୍ରି କରୁଥିବାର ଚିତ୍ର । ଜଣେ ୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା । ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ଭାଇରାଲ ହୋଇଥିଲା । ଏହାପରେ ତତ୍ପର ହୋଇଥିଲା ଚାଇଲ୍ଡ ଲାଇନ୍ । ସନ୍ତାନ ସନ୍ତତି ହେଉନଥିବା ଜଣେ ମହିଳା

ଭାରତକୁ ଲାଗିଲା ପ୍ରଥମ ଝଟକା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆକୁ ଲାଗିଛି ପ୍ରଥମ ଝଟକା । ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୩୪ ରନ କରି ଫାଭିଲିୟନକୁ ଫେରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡର ଦ୍ରୃତ ବୋଲର ଜେମିନସନ କ୍ୟାଚ ଆଉ କରିଛନ୍ତି । ଦ୍ୱିତୀୟ