ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ବୋହେ ଛେଚିଲେ ଗାଁ ଲୋକେ
ଯାଜପୁର: ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା । ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ପ୍ରେମିକ ଓ ତାଙ୍କ ସାଙ୍ଗ । ଗାଁଲୋକେ ବୋହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ଯାଜପୁର ଜିଲ୍ଲା ଦଶରତପୁର ବ୍ଲକ ମାନସିଂହପାଟଣା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଉଭୟ ଯୁବକଙ୍କୁ ଅଟକ ରଖି ପଚରା!-->…
