Odia News Portal

ରାଜ୍ୟରେ ୧୦୦ଟି ପର୍ଯ୍ୟଟନ ସ୍ଥଳୀରେ ବୋଟିଂ ସୁବିଧା ଲାଗି ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ। ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ

କେଜ୍ରିୱାଲଙ୍କ ବିଦ୍ୟୁତ ରାଜନୀତି, ଉତ୍ତରାଖଣ୍ଡରେ ସରକାର ଆସିଲେ ୩୦୦ ୟୁନିଟ ମାଗଣା

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜ୍ୟବାସୀଙ୍କୁ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୃତି ଦେଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଭଳି ଏଠାରେ ଯଦି ଆପ ସରକାର ଆସେ ତେବେ ବିଜୁଳି ମାଗଣା ଦେବା ଲାଗି ସେ କହିଛନ୍ତି । ୩୦୦

ପାହାଡ଼ରୁ ଉଦ୍ଧାର ହେଲା ହାତଗୋଡ଼ ବନ୍ଧା ମୃତଦେହ

ମୟୂରଭଞ୍ଜ: ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଲାଦୁରାସାହି ଗ୍ରାମ ବାଲୁଗୁଟୁ ପାହାଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ରବିବାର ସକାଳେ କିଛି ବ୍ୟକ୍ତି ଛେଳି ଚରାଇ ଗଲାବେଳେ ପାହାଡ଼ ଖୋଲରେ ମୃତଦେହଟି ପଡିଥିବା ଦେଖିବାକୁ ପାଇଥିଲେ ।ଏନେଇ ସେମାନେ

ଆପଣ ଜାଣନ୍ତି କି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କେତେଜଣ କୋଟିପତି ଅଛନ୍ତି

ନୂଆଦିଲ୍ଲୀ: ନିକଟରେ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ପାଳିରେ ପ୍ରଥମଥର ଲାଗି ସଂପ୍ରସାରଣ କରିଛନ୍ତି । ବହୁ ବରିଷ୍ଟ ନେତାଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିବା କିଛି ଯୁବନେତାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ପ୍ରଧାନମନ୍ତ୍ରୀ

ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କଲା ଟ୍ୱିଟର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କରୁ କଡ଼ା ଜବାବ ପରେ ଟୁଇଟର୍ ଇଣ୍ଡିଆ ଶେଷରେ ଭାରତରେ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବିନୟ ପ୍ରକାଶ ବର୍ତ୍ତମାନ ଭାରତରେ ଟୁଇଟର୍ ର ଅଭିଯୋଗ ନିବାରଣ ଅଧିକାରୀ ହେବେ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଦ୍ଧିବଦ୍ଧ ନିମନ୍ତ୍ରଣ

ପୁରୀ : ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥରେ ମହାପ୍ରଭୁଙଙ୍କ ଦର୍ଶନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍‌-୭, ଜାଣନ୍ତୁ କଣ ଖୋଲା ରହିବ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଶନିବାର ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାତ୍ର ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୦.୦୯ ପ୍ରତିଶତ ସଂକ୍ରମଣ ହାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେପଟେ ଆସନ୍ତକାଲିଠାରୁ ଆରମ୍ଭ ହେବ ଅନଲକ୍‌-୭ । ନୂଆ

ବିନା ମାସ୍କରେ ଲଣ୍ଡନରେ ବୁଲୁଥିବା ଫଟୋ ସେୟାର କଲେ କେଏଲ ରାହୁଲ, ୟୁଜର୍ସମାନେ ଏମିତି ଦେଲେ କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ସେଠାରେ ଅଛନ୍ତି । ତେବେ ସେ ବିନା ମାସ୍କରେ ବୁଲୁଥିବା ଏକ ଫଟୋ ନିଜର ସୋସିଆଲ ମିଡ୍ରିଆ ସାଇଟରେ ଅପଲୋଡ କରିଥିଲେ । ଯାହାକୁ ଦେଖି ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରିଥିବା ମଧ୍ୟ

ଆଜି ରାତିରୁ ପୁରୀରେ ଲାଗୁ ହେବ କଫ୍ୟୁ

ପୁରୀ: ଆସନ୍ତାକାଲି ଘୋଷଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ

ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ଗତକାଲି ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ଭେଟିଛନ୍ତି ପୋଲିସ ଡିଜି ଅଭୟ । ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଡିଜି । ସେପଟେ ଆଜି ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ମଧ୍ୟ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା