Odia News Portal

କରୋନା ଜନିତ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରଦାନ କରିବାକୁ ଦାବି କଲା ବିଜେପି

ଭୁବନେଶ୍ୱର: କରୋନା ମୃତ୍ୟୁକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରେସମିଟ୍ ଜରିଆରେ ମତ ରଖିଛନ୍ତି । ସେ ଏଥିରେ କରୋନାଜନିତ ମୃତ୍ୟୁ ରିପୋର୍ଟକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଗଣମାଧ୍ୟମ ପରିସଂଖ୍ୟାନ ଓ ସରକାରଙ୍କ ପରିସଂଖ୍ୟାନରେ ତାଳମେଳ ଖାଉନି । ଓଡ଼ିଶାରେ ସ୍ୱାସ୍ଥ୍ୟ

ବାଇକ୍ ସାଇଡ ମରାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ଭଦ୍ରକ: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ କଥାରୁ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ବାଇକ ସାଇଡ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଏହି ଗୋଷ୍ଠୀ କନ୍ଦଳରେ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

ଆସାମରେ ଭୂକମ୍ପ ଝଟକା

ଗୌହ୍ୱାଟୀ: ଆସାମରେ ୨୪ ଘଣ୍ଟାରେ ପ୍ରାୟ ୫ ଥର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇଥିବା

କଟକରେ ପହଞ୍ଚିଲା ଦେବାଶିଷଙ୍କ ମରଶରୀର

କଟକ: କଟକରେ ପହଞ୍ଚିଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ପରିବାର ଓ ପରିଜନ ଲୋକଙ୍କ ସହ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିବା ଲାଗି ପହଞ୍ଚିଥିବା ଦେଖିବାକୁ ମିଳିଛି । ଖାନ ନଗର ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । କଟକର ମଲ୍ଟି

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ । ପ୍ରତ୍ୟାଖାନ କରିବା ପରେ ବିଭିନ୍ନ ଧମକ ଦେଇଥିଲା ଦୁର୍ବୁତ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଫଟୋରେ ଅଶ୍ଳିଳତା ରଖି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ

ମଦ ଦୋକାନ ତାଲା ଭାଙ୍ଗି ଲୁଟିନେଲେ

ବଲାଙ୍ଗୀର: ଲକଡାଉନରେ ମାତିଛନ୍ତି ଲୁଟେରା । କେତେବେଳେ ଲୁଗା ଦୋକାନରୁ ଚୋରି କଲେଣି ତ ଆଉ କେତେବେଳେ ରାସନ ଦୋକାନରୁ । ଆଉ ଏବେ ମଦ ଦୋକାନ ତାଲା ଭାଙ୍ଗି ମଦ ନେଇଯାଇଥିବା ଖବର ଆସିଛି । ବଲାଙ୍ଗୀର ଜିଲ୍ଲା କଦମପଡ଼ାରେ ଥିବା ମଦ ଦେକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୫ଲକ୍ଷ ଟଙ୍କାରୁ

ନାଗିନ୍ ଡ୍ୟାନ୍ସ କଲେ ନିଲମ୍ବିତ ହେଲେ…

ଯାଜପୁର: ତହସିଲଦାରଙ୍କୁ ନାଗିନ୍ ଡ୍ୟାନ୍ସରେ ନାଚିବା ପଡ଼ିଲା ମହଙ୍ଗା । ଭାଇ ବାହାଘରରେ ଧୁମ୍ ନାଚିଲେ । କୋଭିଡ କଟକଣାକୁ ଅବମାନନା କରିଥିବା କାରଣରୁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା । ଭାଇ ବାହାଘରରେ ନାଚିବା ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ

ରାଜଧାନୀରେ କିନ୍ନରଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ

ପରଲୋକରେ ଓଡ଼ିଆ ଆଇଏସ ଡ. ଗୁରୁପ୍ରସାଦ ମହାପାତ୍ର

ଭୁବନେଶ୍ୱର: କରୋନାର ଚାଲିଗଲା ଓଡ଼ିଆ ଆଇଏଏସ ଅଫିସର ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଜୀବନ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ DPIITର କେନ୍ଦ୍ର ସଚିବ ଥିଲେ । ଗୁରୁପ୍ରସାଦ ମହାପାତ୍ର ୧୯୮୬ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଥିଲେ ।

ବାହାବେଦୀ ବଦଳରେ ମଶାଣୀ ଗଲା ବର

ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି