Odia News Portal

ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଅ ।ଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ୍ନ

ଛାତ୍ରଛାତ୍ରୀଙ୍କ ସପକ୍ଷରେ କେନ୍ଦ୍ର: ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ସଂକ୍ରମଣ । ତେବେ କରୋନା ସଂକ୍ରମଣ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।ଆଜି କେନ୍ଦ୍ର ସରକାର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ରଦ୍ଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର

ନୂତନ ଟିକାକେନ୍ଦ୍ର ଖୋଲିବାକୁ ଜଟଣୀ କଂଗ୍ରେସର ଦାବିପତ୍ର

ଜଟଣୀ : ଜଟଣୀ ଅଞ୍ଚଳରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ଭୟାବହ ହେଉଥିବାରୁ ଜଟଣୀ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ |ଉଭୟ ଜଟଣୀ ସହର ଏବଂ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଚାଲିଛି |ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି |ନିକଟରେ କରୋନାରେ

ଜଟଣୀରେ ଟ୍ରକ ମାଲିକ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ

ଜଟଣୀ : ଜଟଣୀସ୍ଥିତ ଭାରତୀୟ ଖାଦ୍ୟ ନିଗମରୁ ବାହାର ଜିଲ୍ଲାର ଟ୍ରକ ଲଗାଇ ମାଲ ପରିବହନକୁ ବିରୋଧ କରିଛି ସ୍ଥାନୀୟ ମା ଜଟିଆଣି ଟ୍ରକ ମାଲିକ ମହାସଂଘ |ମହାସଂଘର ୨୦୦ ଗାଡି ମାଲିକ ଖାଦ୍ୟ ନିଗମ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି |ବର୍ଷ ବର୍ଷ ଧରି ଟ୍ରକ ମାଲିକ ମହାସଂଘ ମାଲ ପରିବହନ କରି

କରୋନା କାଳରେ ସାମ୍ବାଦିକଙ୍କୁ ସାହାଯ୍ୟ କଲେ ବିଗ୍ ବି

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ସିନେ ତାରକା ମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭିନ୍ନ ଉପାୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି |କରୋନା ସଙ୍କଟ ସମୟରେ ଲୋକଙ୍କୁ ଉତ୍ସାହିତ କରିବା ସହିତ ଅଭିନେତାମାନେ ସେମାନଙ୍କୁ ଆର୍ଥିକ

ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜିଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ "ମିଶନ ଶକ୍ତି’ ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଅ।ଜି ପ୍ରକାଶିତ ହୋଇଛି ଏବଂ ମହିଳା

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିରଞ୍ଜନ ସେଠୀ । ସରକାରଙ୍କ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି ।

କେନ୍ଦ୍ର ବନାମ ରାଜ୍ୟ: ମମତାଙ୍କ ପରାମର୍ଶଦାତା ଅଲପନଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାର କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ତିନି ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ଏତଦ୍ ବ୍ୟତୀତ, ଅଲପନ୍ ଙ୍କ ବିପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 51

ଅବକି ବାର୍ ପେଟ୍ରୋଲ ରେଟ୍ ଶ’ ପାର୍‌

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଦର । କୋତୋଟି ସହରରେ ଶହେ ଟଙ୍କା ଉପରେ ରହିଛି ପୋଟ୍ରୋଲ ଦର । ମୁମ୍ବାଇରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୪୭ ପଇସା ରହିଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶାର କିଛି ସ୍ଥାନରେ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ