Odia News Portal

ଆପଣଙ୍କ ସହଯୋଗରେ ଆଇସିୟୁରୁ ନୂଆ ଜୀବନ ପାଇ ପାରନ୍ତେ ନରେନ୍ଦ୍ର

ପୋଲସରା: କାଳ ସାଜିଲା ଅଜଣା ଗାଡି ଧକ୍କା । ଆଇ.ସି.ୟୁରେ ପଡିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜୁଲୁଣ୍ଡା ଗାଁର ନରେନ୍ଦ୍ର ପୋଲାଇ । ଏକ ଅଜଣା ଗାଡି ଧକ୍କା ଫଳରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର । ମସ୍ତିଷ୍କରେ ଆଘାତ ଲାଗିବା କାରଣରୁ ଗୁରୁତର ଅବସ୍ଥାରେ

ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ

ଧର୍ମଶାଳା: ମାଫିଆ ପୋଷୁଛି ପ୍ରଶାସନ! ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ । ଖୋଲୁଛି ଟେଣ୍ଡର ଫିକ୍ସିଂର ଗୁମର । ବହୁଚର୍ଚ୍ଚିତ ଧର୍ମଶାଳା ମୂଲ୍ୟବାନ ଖଣିଖାଦାନର ଟେଣ୍ଡର ବାତିଲ କରି ଜିଲ୍ଲା ପ୍ରଶାସନ ଯେଉଁ ଖେଳ ଖେଳିଛି ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଭଲଭାବେ ଦେଖନ୍ତୁ ଏହି

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ

ଗଞ୍ଜାମ: ପ୍ରେମ ବିବାହ କରିଥିଲେ । ତଥାପି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିଛି ସ୍ୱାମୀ । ଗାଁର ଜଣେ ଯବୁକଙ୍କ ସହ କଥା ହେଉଥିବାରୁ ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଲମ୍ବେଇ ଗାଁରୁ ଆସିଛି ଏଭଳି ଅଶୋଭନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ ସନ୍ତୋଷ

ଦେଶରେ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୭୨୬

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୭୨୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି: ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ । ହେଲେ ଗୋଟିଏ ଜନ୍ମ ପୁରା ନହେବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଉର୍ମୀଳା ମାଝୀ । ଅଭିଯୁକ୍ତ

ବଲାଙ୍ଗୀରରେ ବନ୍ଧକ ରଖିଛି ବନ୍ଧୁକଧାରୀ

ବଲାଙ୍ଗୀର: ରଜ ସଂକ୍ରାନ୍ତିରେ ବଲାଙ୍ଗୀରରୁ ଆସିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ବନ୍ଧୁକଧାରୀ ଯୁବକର ଉନ୍ମୁକ କାଣ୍ଡ । ଶାନ୍ତିପଡ଼ାରେ ରହୁଥିବା ଭଡ଼ା ଦେଖାଇଛନ୍ତି ଉନ୍ମୁକ୍ତ କାଣ୍ଡ । ଶାନ୍ତିପଡ଼ାରେ ଜଣେ ବ୍ୟବକ୍ତିଙ୍କ ଘରେ ପଶି ଆତଙ୍କ ଖେଳାଇଛି ଯୁବକ । ଯୁବକକୁ କାବୁ କରିବାକୁ ପୋଲିସର ଉଦ୍ୟମ

ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର: ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଣ୍ଟଲା । ଜୁନ୍ ୧୬ରୁ ୨୧ ଯାଏ ହେବାକୁ ଥିଲା ଏହି ପରୀକ୍ଷା । ତେବେ ପରୀକ୍ଷା କେବେ ହେବ ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଏମ୍‌ସ

ଆଜି ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ୧୦୩ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ସଂକ୍ରାନ୍ତିରେ ଜନ୍ମ ହୋଇଥିଲେ ଆଉ ସଂକ୍ରାନ୍ତିରେ ଇହଲିଳା ସମ୍ବରଣ କରିଥିଲେ । କଥା ସମ୍ରାଟ ଫକିର ମୋହନ ସେନାପତି ୧୮୪୩ ମସିହା ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିବାବେଳେ ୧୯୧୮ ମସିହା ରଜ ସଂକ୍ରାନ୍ତି ଦିନ ପରଲୋକ ଗମନ କରିଥିଲେ। ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ ଓ

ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜର ଦ୍ୱିତୀୟଦିନ ଅଥବା ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ତେବେ କରୋନା କଟକଣା ମଧ୍ୟରେ ସୀମିତ ରହିଛି ଚଳିତବର୍ଷର ରଜ ପର୍ବ । ରଜର ୨ୟ ଦିନ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜରେ ନୂତନ ପୋଷାକ,

ଆଜି ଶୀତଳଷଷ୍ଠୀ

ଭୁବନେଶ୍ୱର: ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍ଜନନୀ ମାତା ପାର୍ବତୀଙ୍କ ସହ