Odia News Portal

ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣାକୁ ମାନି ଋକ୍ସ ପାଳିବାକୁ ନିବେଦନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ

ଘର ଛାଡି ପଳାଇଛି ପୁଅ, ହନ୍ତସନ୍ତ ବୁଢ଼ୀ ମା’

ଉମରକୋଟ: ବୃଦ୍ଧା ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ଏହି ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଉମରକୋଟର ମାଳିଗୁଡାର । ଏ ହେଉଛନ୍ତି ବୃଦ୍ଧା ସୁବରୀ ମାଳି । ବୟସ ମାତ୍ର ୭୭ ବର୍ଷ । ଝାଟି ମାଟି କୁଡିଆ ଖଣ୍ଡେ ସାହା ହୋଇଥିବା ବେଳେ ଏବେ ବର୍ଷା ସାଜିଛି କାଳ । । ସୁରବୀଙ୍କ ପୁଅ ୨୫ ପର୍ଷ

ରଜରେ ଫିକା ପଡ଼ିଛି ପାନ ବେପାର

ଭୁବନେଶ୍ୱର: ଆଜି ହେଉଛି ପହିଲି ରଜ । ରଜ ପର୍ବରେ ପାନ ସମସ୍ତେଙ୍କ ପସନ୍ଦ ପାଲଟିଥାଏ । ପରମ୍ପରା ଅନୁଯାୟୀ ରଜରେ ପାନର ଚାହିଦା ରହିଛି । ଏପରିକି ରଜ ସମୟରେ ପାନ ବେପାରୀମାନେ ମିଠାପାଠ ତିଆରି କରି ଭଲ ଦି ପଇସା ମଧ୍ୟ ପାଇଥାନ୍ତି । ବିଭିନ୍ନ ଭେରାଇଟର ପାନ ମଧ୍ୟ ତିଆରି ଚର୍ଚ୍ଚାରେ

୧୦ ବର୍ଷର ଶିଶୁକୁ ଗ୍ରାସିଛି ହସ ରୋଗ

(ଉଦଳା): ହସିବା ଶରୀର ପକ୍ଷେ ହିତକାରକ । ତେବେ ଏମିତି ଜଣେ ବାଳକ ଅଛି ଯାହାକୁ ଗ୍ରାସ କରିଛି ହସ ରୋଗ । ଯେଉଁଠି ବସୁଛି ଯେ ବସି ରହୁଛି । ଅନ୍ୟମନସ୍କ ହୋଇ ହସୁଛି ଯେ ହସୁଛି । ଭିନ୍ନ ଏକ ଯନ୍ତ୍ରଣାରେ ଜର୍ଜରିତ ଏ ହେଉଛି ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ମରାସାହିର ଜାରକା ସିଂ । ବୟସ

ଆଜି ପହିଲି ରଜ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜର ହୁଅ ବେଗେ ସଜବାଜ । ଆଜି ହେଉଛି ପହିଲି ରଜ । ଝିଅମାନେ ସଜବାଜ ତ ହୋଇଛନ୍ତି ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଓଡ଼ିଶାର ଏହି ଗଣପର୍ବ ରଜ । କରୋନା କଟକଣା ଲାଗି ଟିକେ ଫିକା ପଡ଼ିଛି ଏହି ପର୍ବ । ତେବେ ଗାଁ ଗହଳିରେ ଲୋକେ

କାରଖାନାରେ ଲାଗୁଛି ଯନ୍ତ୍ରୀଙ୍କ ପସନ୍ଦର ୱାଟର ଓ ଏୟାର ଆନାଲାଇଜର

ପ୍ରଦୂଷଣ ବୋର୍ଡର ପ୍ରଦୂଷିତ କାରବାର ଭୁବନେଶ୍ୱର : ଶିଳ୍ପ ସଂସ୍ଥାରେ ପ୍ରଦୂଷଣ ହ୍ରାସ ପାଇଁ ଲାଗୁଥିବା ଜଳ ଓ ବାୟୁ ଗୁଣବତ୍ତା ବିଶ୍ଲେଷଣକାରୀ ( ୱାଟର ଆଣ୍ଡ ଏୟାର ଆନାଲାଇଜର) ଯନ୍ତ ବ୍ୟବହାରକୁ ନେଇ ଏବେ ଆଲୋଚନା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନିର୍ଦ୍ଦିଷ୍ଟ କମ୍ପାନୀର

ରାଜ୍ୟରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା

ରାଜଧାନୀରୁ ୫୦୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ ୫୦୯ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ୫୦୯ ଙ୍କ ମଧ୍ୟରୁ ୪୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୯୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାର ୫୦୯ ନୁଆ

ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗୁରୁ ଶିବଶଙ୍କର ବାବାଙ୍କ ନାଁରେ ମାମଲା

ଚେନ୍ନାଇ: ସୁଶୀଲ ହରି ଇଣ୍ଟର ନ୍ୟାସନାଲ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି ଗୁରୁ ଶିବ ଶଙ୍କର ବାବାଙ୍କ ନାମରେ । ଏହି ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶିକ୍ଷାନୁଷ୍ଠାନରେ ବାବା ଛାତ୍ରୀଙ୍କୁ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖୁଥିବା

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ