Odia News Portal

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ମୟୂରଭଞ୍ଜ,ୟାଜପୁର.ପୁରୀ,ଭଦ୍ରକ, ବାଲେଶ୍ୱର ,ଜଗତସିଂହପୁର ଓ

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ୍

ଯାଜପୁର: ବାଲ୍ୟ ବିବାହକୁ ବନ୍ଦ କରିବା ଲାଗି ବାରମ୍ବାର ବାରଣ କରିବା ସହ ସଚେତନ କରାଯାଉଛି । ଶିକ୍ଷିତ ସମାଜରେ ଏଭଳି ଅଶିକ୍ଷିତ କାମ ଆଜି ବି ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରେ ଏଭଳି ବାଲ୍ୟ ବିବାହ ହେଉଥିବାବେଳେ ପହଞ୍ଚିଯାଇଥିଲା ଚାଇଲ୍ଡ ଲାଇନ୍ । ବରକୁ ୧୪ ବର୍ଷ

ବ୍ରହ୍ମପୁରରେ କୃତ୍ରିମ ବନ୍ୟା

ବ୍ରହ୍ମପୁର: ବର୍ଷା ନହୋଇ ରାସ୍ତା ଉପରେ ମାଡିଗଲା ପାଣି । ବ୍ରହ୍ମପୁର ସହର ଖୋଡାସିଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ଖୋଡାସିଙ୍ଗ ଅଞ୍ଚଳରେ ଯାଇଥିବା ୨୮ ଇଞ୍ଚିଆ ପାଣି ପାଇପ୍ ଫାଟିଯାଇଥିଲା । ଫଳରେ ରାସ୍ତରେ ପାଣି

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଛନ୍ତି ଲୁଟେରା । ଛୁରାମାଡ଼ ପରେ ଲୁଟ୍ କରି ଫେରାର ହୋଇଥିବା ଲୁଟେରାର ଫୁଟେଜ କଭରେଜ ହୋଇଛି ସିସିଟିଭିରେ । ଏହି ସିସିଟିଭି ଫୁେ,ଟଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ

ଚିନ୍‌କୁ ଫେରିଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତିସ୍ଥଳ ହେଉଛି ଚାଇନା । ତେବେ ଧିରେ ଧିରେ ଏହା ସାରା ବିଶ୍ୱକୁ କବଳିତ କରିବସିଥିଲା । ପରବର୍ତ୍ତୀ ସମୟରେ ଚିନରେ କରୋନା ସ୍ଥିତି ଆୟତ ହୋଇଥିଲା । ଚିନରେ ଲକ୍‌ଡାଉନ ଉଠିଥିବା ବେଳେ ବାହାର ଦେଶରେ ଲକଡାଉନ ଲାଗି ରହିଛି । ତେବେ ପୁଣିଥରେ ଚାଇନାକୁ ଫେରିଛି

ଅନାଥ ପରିବାରର ସାହା ନବୀନ, କରୋନା ପ୍ରଭାବିତଙ୍କୁ ମିଳିବ ଏହି ସୁବିଧା

ଭୁବନେଶ୍ୱର (ସ୍ୱାଧିକାର ବ୍ୟୁରୋ ) ନିଷ୍ପତି ନେବାରେ ଧୁରନ୍ଧର ନବୀନ । କରୋନା ପ୍ରଭାବିତ ପରିବାରଙ୍କ ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ । କରୋନା ସମୀକ୍ଷା ବୈଠକରେ କଠୋର ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କରୋନା ଲଢ଼େଇ ଲଢ଼ୁଛି ଓଡିଶା । ଆଉ ଏହି ଅଦୃଶ୍ୟ ଯୁଦ୍ଧରେ ସହୀଦ

ଓଡ଼ିଶାରେ ସିଏଏ ଲାଗୁ କରାଯାଉ: ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ନାଗରିକ ପ୍ରମାଣପତ୍ର ଆଇନ(ସିଏଏ) ଲାଗୁ କରିବା ଲାଗି ଦାବି କରିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଏହି ଆଇନ ବଳରେ ଓଡ଼ିଶାର କିଛି ଜିଲ୍ଲାରେ ଥିବା ଶରଣାର୍ଥୀମାନେ ବିଭିନ୍ନ ସରକାରୀ ସୁବିଧା ପାଇପାରନ୍ତେ ବୋଲି ସେ ଦାବି

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା: ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ଜୁଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ

ଉତ୍ତର ପ୍ରଦେଶରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, 8 ମୃତ

ଗୋଣ୍ଡା: ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲା ୱାଜିର୍‌ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଏହି ଘଟଣା ଘଟିଛି । ଏହି ବିସ୍ଫୋରଣ ହେତୁ ପାଖରେ ଥିବା

ଭିଜିଲାନ୍ସ ପଞ୍ଝାରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମର(ଟିଡିସିସି) ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ଆଜି ସକାଳୁ ସେ ଏକ କାରରେ ୧୯ ଲକ୍ଷ ଟଙ୍କା ନେଇ ସୁନ୍ଦରଗଡ଼ରୁ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।