Odia News Portal

ରାଜୀବ ଗାନ୍ଧୀ ଖେଳ ରତ୍ନ ଲାଗି ଦୁଇ ହକି ଖେଳାଳୀଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ଭାରତୀୟ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ପୂର୍ବତନ ମହିଳା ହକି ଖେଳାଳି ଦୀପିକାଙ୍କୁ ମନୋନୀତ କରିଛି। ଏଥି ସହିତ ଅର୍ଜୁନ ପୁରସ୍କାର ପାଇଁ

ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କଲେ ଚିରାଗ ପାଶୱାନ

ପାଟନା: ଏଲଜେପି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାଶୱାନ ଓ ତାଙ୍କ ମାମୁଁ ପଶୁପତି କୁମାର ପରାଶଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଉଭୟ ଉଭୟଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ବିଶ୍ୱାସ ଘାତକତା କରିଥିବା କଥା କହି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଗଣମାଧ୍ୟମ ସମ୍ମୁଖରେ

ମୁଖ୍ୟମନ୍ତ୍ରୀଙ୍କ ଲାଗି ଦଶମ ପାସ୍ କଲି: ଦାନ ମାଝୀଙ୍କ ଝିଅ

କଳାହାଣ୍ଡି: ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ଦାନ ମାଝୀଙ୍କୁ ସମସ୍ତେ ବେଶ ଭାବରେ ଚିହ୍ନିଛନ୍ତି । ତାଙ୍କ ଝିଅ ଚାନ୍ଦିନୀ ମେଟ୍ରକି ପାସ୍ କରିଛନ୍ତି । ଗତକାଲି ପ୍ରକାଶ ପାଇଥିବା ରେଜଳ୍‌ଟରେ ସେ ୨୮୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ତେବେ ସେ ପାସ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ

ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଲେନି ଗାର୍ଲର୍ପ୍ରେଣ୍ଡ ମଲାଇକା

ମୁମ୍ବାଇ: ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ଆଜି ହେଉଛି ଜନ୍ମଦିନ । ୩୬ ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲରେ ଜନ୍ମଦିନ ପାର୍ଟିି ପାଳୁଛନ୍ତି ଅର୍ଜୁନ । ଶନିବାର ରାତିରୁ ତାଙ୍କ ଜନ୍ମ ପାର୍ଟି ଆରମ୍ଭ ହୋଇଛି । ବହୁ ଷ୍ଟାର ତାଙ୍କ ଜନ୍ମଦିନରେ ଆସିଥିବା

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରକଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମକୁ ସତର୍କ ସୂଚନା ଜାରି କଲା

ଜଣେ ପାଣିମଣିଷର କାହାଣୀ, ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ

ଉଦଳା: କାନ୍ଧରେ ପାଣିଭାର ଧରି ଆଗକୁ ମାଡିି ଚାଲିଛନ୍ତି ଜଣେ ବୃଦ୍ଧ । ଦେହରେ ଖଣ୍ଡେ ପୁରୁଣା ଲୁଙ୍ଗି ଓ ଚିରା ଗଂଜି । ପାଦରେ ବିଟ ହୁଗୁଳି ଯାଇଥିବା ଛିଣ୍ଡା ଚପଲ ପିନ୍ଧି ପାଣି ଯୋଗାଉଥିବା ଏ ବ୍ୟକ୍ତି ହେଉଛନ୍ତି ଉଦଳାର ୱାଟରମ୍ୟାନ । ସହରର ଧାଁ ଧପଡ ଓ ଶହ ଶହ ଲୋକଙ୍କ ଭିଡ ଭିତରେ ବି ନିଜର

ଭଦ୍ରକରେ ଇନଡୋର ଷ୍ଟାଡିୟମ ନେଇ ବିଧାୟକଙ୍କ ଜରିଆରେ ୫ଟି ସଚିବ ସହ ଆଲୋଚନା କଲେ କ୍ରିଡ଼ାବିତ

ଭଦ୍ରକ : କ୍ରିଡ଼ା କ୍ଷେତ୍ରରେ ଭଦ୍ରକ ଜିଲ୍ଲାରୁ ବହୁ କ୍ରିଡ଼ାବିତ ସୁନ୍ଦର ଖେଳ ପ୍ରଦର୍ଶନ କରି ରାଜ୍ୟ,ଦେଶ ଓ ଆନ୍ତଜାତୀୟ ସ୍ତରରେ ବହୁ ନାମ ଅର୍ଜନ କରିଛନ୍ତି । ତେବେ କ୍ରିଡ଼ାବିତଙ୍କୁ ଆହୁରି ପ୍ରୋସ୍ତାହିତ କରିବା ସହତ ଜିଲ୍ଲାରେ କ୍ରିଡାଭିତ୍ତିଭୂମୀର ବିକାଶ ପାଇଁ ଏକ ଇନଡୋର ଷେଟାଡିୟମ

ବାଲି ଚୋରା ଚାଲାଣ କରୁଥିଲେ, ମାଡ଼ି ବସିଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର

ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ପଟାଙ୍ଗୀଙ୍କ ପରଲୋକ ହୋଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଶୋକ ପ୍ରକାଶ କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା

ଦେଶରେ ଏଯାଏଁ ୩ଜଣ ଡେଲଟା ପ୍ଲସ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି