କରୋନା ସଂକ୍ରମିତହେଲେ ଜେଲରେ ଥିବା ରାମ ରହିମ୍
ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଡେରା ସୌଚ୍ଚ ରାମ ରହିମ୍ । ତାଙ୍କୁ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ରାମ ରହିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଜେଲ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ ରୋହତକର ପିଜିଆଇ!-->…
