Odia News Portal

ଖାଇଗଲେ ବିଧବାଙ୍କ ଭତା ଟଙ୍କା

ନୟାଗଡ: ସରପଂଚ ଖାଇଗଲେ ବିଧବାଙ୍କ ଭତା ଟଙ୍କା ! ଗରୀବ ବୋଲି ଠକି ଦେଲେ ଭୋଟ ନେଇଥିବା ନେତା ! ସରକାରୀ ଅଧିକାରୀଙ୍କ ମିଲିଭଗତରେ ଲୁଟ ହେଉଛି ମଳିମୁଣ୍ଡିଆଙ୍କ ଭତା ଓ ଚାଉଳ । ଏଭଳି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରି ଗ୍ରାମପଂଚାୟତରୁ । ହିତାଧିକାରୀଙ୍କ

ବିଜେପି ଯୁବମୋର୍ଚ୍ଚା ବାଲେଶ୍ୱର ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କୁ ହତ୍ୟା

ଉଦଳା: ବିଚ ରାସ୍ତାରେ ମର୍ଡର । ବିଜେପି ଯୁବନେତାଙ୍କୁ ପିଟି ପିଟି ହତ୍ୟା । ଗାଡି ସାଇଡ ମରାରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ଗାଡିର ଇଣ୍ଡିକେଟର ଦେଇ ନଥିଲେ ବୋଲି ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ରଂଜିତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ଗତକାଲି

ଆଜିଠୁ ଅଭ୍ୟାସ କରିବ ବିରାଟ ବାହିନୀ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ଆଜିଠାରୁ ଅଭ୍ୟାଭ ଆରମ୍ଭ କରିବ । ଜୁନ୍ ୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ବିରାଟ ବାହିନୀ । ଗୁରୁବାର ସାଉଥାମ୍ପଟନ୍ରେ ପହଞ୍ଚିଥିବା ବିରାଟ କୋହଲିଙ୍କ ଦଳ ୩ ଦିନିଆ ସଙ୍ଗରୋଧ ପରେ ଏବେ

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ

ମୋଦିଙ୍କୁ ପ୍ରଶ୍ନକଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଘରକୁ ଘର ରାସନ ଯୋଜନା ବନ୍ଦ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଦେଶରେ ପିଜା,ବର୍ଗର ମୋବାଇଲ ଭଳି ଘରକୁ ହୋମ

ସଟଡାଉନରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ଲକଡାଉନ ଓ ସଟାଉନର ସୁଯୋଗ ନେଇ ମାତିଛନ୍ତି ଲୁଟେରା । ବାଲେଶ୍ୱରରୁ ବଲାଙ୍ଗୀର ସବୁଠି ହେଉଛି ଲୁଟ୍ । ପ୍ରତିଦିନ ଏଭଳି ଖବର ଘଟୁଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ଲୁଟେରାମାନେ ଅଧିକ ସକ୍ରିୟ ହୋଇ ଉଠିଥିବା ଶୁଣାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ

ସକ୍ରିୟ ହେଉଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ କେରଳ ଛୁଇଁବା ପରେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି।

ମେଡିକାଲରେ ଭର୍ତ୍ତିହେଲେ ତାରା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି କରୋନାରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ

ପୋଲିସ ଜନତା ଧସ୍ତାଧସ୍ତି

ସୋର: ପୋଲିସ ଜନତା ହାତାହାତି । ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ପଣାପଣା ସେବା ସମବାୟ ସମିତିରେ ଦେଖାଦେଦେଇଛି ଉତ୍ତେଜନା । ଟଙ୍କା ନମିଳିବାରୁ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ,

ଜାଣନ୍ତୁ ତୁଳସୀ ପତ୍ରର ଉପକାରିତା

ଭୁବନେଶ୍ୱର: ତୁଳସୀକୁ ହନ୍ଦୁ ଧର୍ମରେ ଏକ ପବିତ୍ର ପଦାର୍ଥ ରୂପେ ମନାଯାଇଥାଏ । ତେବେ ଏହି ତୁଳସୀ ପତ୍ରର ଅନେକ ଗୁଡିଏ ଉପକାରିତା ରହିଛି । ଆଜି ଆମେ ଆପଣଙ୍କୁ ଆମର ଲେଖା ମାଧ୍ୟମରେ ଜଣାଇବୁ ଏହି ତୁଳସୀ ପତ୍ରର କଣସବୁ ରହିଛି ଉପକାରିତା । ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର