ଧୋନୀଙ୍କ ଘରେ ନୂଆ ଅତିଥୀ
ମୁମ୍ବାଇ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଘରକୁ ଆସିଛି ନୂଆ ଅତିଥୀ । ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଧୋନୀଙ୍କ ପତ୍ନୀ ସାକ୍ଷୀ । ଧୋନୀଙ୍କ ଫାର୍ମ ହାଉସକୁ ଏକ ନୂଆ ଘୋଡା ଛୁଆ ଆସିଛି । ଯାହା ସହ ଧୋନୀଙ୍କ ଝିଅ ଜିଭା ଖୁସିର ସହ ଖେଳୁଥିବା ଏକ ଫଟୋ ଓ ଭିଡିଓ ଏବେ!-->…
