Odia News Portal

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍ ।ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ । ଏହାପରେ ସେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦

ବନ୍ଧାହେଲେ ନକଲି ଟିଭି ସୋ’ରୁମ୍ ମାଲିକ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ସାମଗ୍ରୀର ସାମ୍ରାଜ୍ୟ । ରାଜଧାନୀ ଭୁବନେଶ୍ୱରରେ ଆଜି ନକଲି ଟିଭି ସୋ’ରୁମ ମାଲିକଙ୍କୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗରୁ ଶସ୍ତାରେ ଟିଭି ଆଣି ବିନା ଜିଏସଟି ବେପାର କରୁଥିଲେ । ପୋଲିସ ଖବର ପାଇବା ପରେ ସୋ’ରୁମ ମାଲିକଙ୍କୁ ଗିରଫ କରିଛି ।

ପ୍ରେମ ଲାଗି ସ୍ୱାମୀ ଏବଂ ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକର ହାତ ଧରିଲେ ମହିଳା

ବଲାଙ୍ଗୀର: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ଆଉ ପ୍ରେମ ଦେଖେନା ବୟସର ତାରତମ୍ୟ । ଜଣେ ବିହାହିତା ୩୩ ବର୍ଷୀୟା ମହିଳା ନିଜଠାରୁ ୧୧ବର୍ଷ ସାନ ଯୁବକଙ୍କୁ ବିବାହ କରିଛନ୍ତି । ନିଜର ଦୁଇପୁଅ ଏବଂ ସ୍ୱାମୀଙ୍କୁ ଛାଡ଼ି ଶେଷରେ ପ୍ରେମିକର ହାତ ଧରିଛନ୍ତି ସେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା

ଅମାନିଆଙ୍କୁ ସାବାଡ଼ କଲା ପ୍ରଶାସନ

ଉମରକୋଟ: ଲକଡାଉନରେ ଉମରକୋଟ ସହରରେ ଦୋକାନ ଖୋଲି ବେପାର କରୁଥିଲେ, ହଠାତ ପହଞ୍ଚିଗଲା ପୋଲିସ । ଆଉ କାଟିଲା ମୋଟା ଅଙ୍କର ଫାଇନ୍ । ଲକଡାଉନରେ ବାରମ୍ବାର ବାରଣ କରିବା ସତ୍ତ୍ୱେ ଦୋକାନ ଖୋଲି ବେପାର କରୁଥିବା ଦୁଇଜଣ ଅମାନିଆ ଦୋକାନୀଙ୍କଠାରୁ ୧୫ହଜାର ଟଙ୍କା ଜୋରିମାନା କାଟିଥିବା ବେଳେ ଏକ

ପ୍ରେମ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା: ବନ୍ଧୁ ଶବ୍ଦରେ ଲାଗିଲା କଳଙ୍କ । ପ୍ରେମ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ଅଂଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ରୁମାନ ତ୍ତବଗର୍ତ୍ତି ବିକାଶ ଭଟ୍ଟ ଓ ପ୍ରଶାନ୍ତ ବଗର୍ତ୍ତି ସହ ମିଶି ଉମାକାନ୍ତ କାଣ୍ଡଙ୍କୁ ହତ୍ୟା କରିଛନ୍ତି ।

ଗଛକଟାରୁ ସଂଘର୍ଷ

ବିନିକା: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ ଗଛକଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଛି ସଂଘର୍ଷ । ଉଭୟ ଉଭୟଙ୍କୁ ଆକ୍ରମଣ ଏବଂ ପ୍ରତିଆକ୍ରମଣ କରିଛନ୍ତି । ସବୁର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭବାନୀପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ

ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ସମସ୍ତ କ୍ରୀଡା ଜଗତରେ ଦୁଃଖର ଛାୟା ଖେଳିଯାଇଛି

ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା

କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ