ଆଜି ସର୍ବାଧିକ ୩୭ ଆକ୍ରାନ୍ତ ପ୍ରାଣ ନେଲା ମହାମାରୀ
ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ସଂକ୍ରମଣ କମିଥିବା ସମୟରେ କରୋନା ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁ ନାହିଁ । ମହାମାରୀର ଏହି ସମୟରେ ଲୋକ ନିଜ ପ୍ରୀୟଜନଙ୍କ ଅନ୍ତିମ ସତ୍କାର ପରେ ଅସ୍ଥି କଳସ ମଧ୍ୟ ସାଙ୍ଗରେ ନେଇ ଯିବା ପାଇଁ ଡରୁଛନ୍ତି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ଜଣ!-->…
