Odia News Portal

ମେଡିକାଲ ଅମ୍ଳଜାନ ପାଇଁ ଶିଳ୍ପନୀତିରେ ସଂଶୋଧନ

ଭୁବନେଶ୍ୱର : ଦେଶରେ କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରୀର ସଂକ୍ରମଣ ଏବଂ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ଳଜାନ ଅଭାବଜନିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଉଦବେଗଜନକ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟରେ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର

କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

*ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବାକୁ ଅନୁରୋଧ

ଆକ୍ସନ ମୋଡରେ ପୋଲିସ୍: ବାଧ୍ୟତାମୂଳକ ହେଲା ଅନୁମତି ପତ୍ର

ଭୁବନେଶ୍ବର: ଅମନିଆଙ୍କୁ ନାହିଁ ନିସ୍ତାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ତେବେ ଏହି ସମୟରେ କିଛି ଅମାନିଆ ନିୟମ ନ ମାନି ବୁଲା ବୁଲି କରୁଥିବା ଖବର ଆସିବା ପରେ

ରାଜ୍ୟରେ ବଢିବ ଆଇସିୟୁ ବେଡ୍‌ ସଂଖ୍ୟା

ଭୁବନେଶ୍ୱର :ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ, କିନ୍ତୁ ଆଇସିୟୁ ବେଡ଼ ବଢିବ । କରୋନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ୍ ସେକ୍ଟରରେ ଆଇସିୟୁ

ପ୍ରଶାସନ ଶୁଣିଲାନାହିଁ, ପାହାଡ଼ କାଟି ସାତ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି : ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ । 

ଆଗକୁ ୨ ରୁ ୧୮ ବର୍ଷ ବୟସ୍କବର୍ଗଙ୍କୁ ଟିକା, ପରୀକ୍ଷଣ ନିମନ୍ତେ ଅନୁମତି

ନୂଆଦିଲ୍ଲୀ : ଟିକାକରଣରେ ଆଉ ପାଦେ ଆଗକୁ ବଢିଲା ଭାରତ। ଆଗକୁ 18 ବର୍ଷରୁ କମ୍ ବୟସଙ୍କୁ ମିଳିବ ଟିକା। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ନୈଦାନିକ ପରୀକ୍ଷଣ ନିମନ୍ତେ ‘ଭାରତ ବାୟୋଟେକ୍‌’ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’କୁ ଏକ ବିଶେଷଜ୍ଞ କମିଟି