Odia News Portal

କୋଭିଡ୍ ମୁକାବିଲା ପାଇଁ ୫ ଜିଲ୍ଲାରେ ୧୭ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତି ଧାରଣ କଲାଣି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବୃଦ୍ଧି ପାଉଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ । ବଲାଙ୍ଗୀର

ଶୋଇବା ଶୈଳୀ ଦୂର କରେ ଅନେକ ରୋଗ

ଭୁବନେଶ୍ବର: ଶୋଇଲେ ଦେହ ସୁସ୍ଥ ରହିଥାଏ । ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍ ଥିବା ଦରକାର । ଠିକ୍ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗରୁ ବଞ୍ଚିପାରିବେ । ଆପଣ ଯଦି ଭୁଲ୍ ମୁଦ୍ରାରେ ଶୋଇବେ ତା'ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟାର ଶିକାର ହେବେ

୩.୮୮ କୋଟି ଟିକା କିଣିବ ଓଡ଼ିଶା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଓ କୋଭାକ୍ସିନ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ

ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ | ଦୈନିକ ୩ ଲକ୍ଷ ପାର କରୁଛି ସଂକ୍ରମଣ ସଂଖ୍ୟା । ଏହାରି ଭିତରେ ନିର୍ବାଚନ ଚାଲିଥିବା ପଶ୍ଚିମବଙ୍ଗରେ ସ୍ଥିତି ସାଙ୍ଘାତିକ ହେବାକୁ ବସିଲାଣି। ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନାରେ ଆକ୍ରାନ୍ତ

ରାତି ୮ଟାରେ ନବୀନଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ରାଜ୍ୟର କୋଭିଡ ସ୍ଥିତି ନେଇ ସମ୍ବୋଧନ କରିବେ ନବୀନ | ସେହିଭଳି ଟିକା ଦରକୁ ନେଇ ମଧ୍ୟ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ

ସ୍ୱର୍ଗଦ୍ୱାରରେ ପୁଣି ଜାରିହେଲା ଶବଦାହ କଟକଣା

ପୁରୀ: ସ୍ୱର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଜାରି କରାଯାଇଛି । ବିଶେଷ କରି ପୁରୀ ଜିଲ୍ଲାର କୌଣସି ଶବ ଆସିଲେ କରୋନାର ନେଗେଟିଭ୍ ସାର୍ଟିଫିକେଟ ଦେବାକୁ ପଡିବ ବୋଲି କୁହାଯାଉଛି | ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବଢୁଥିବା ସମୟରେ ,ଏପରି ନିଷ୍ପତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡର

କୋଭିଡ୍ ଚିକିତ୍ସା କେନ୍ଦ୍ର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ: ଜିଲ୍ଲାପାଳ

ବ୍ରହ୍ମପୁର : ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଦ୍ବିତୀୟ ଲହରିର ମୁକାବିଲା ସକାଶେ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ