Odia News Portal

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: ୪ଜିଲ୍ଲାରେ ବଢ଼ିବ ବେଡ ସଂଖ୍ୟା । ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

୧୦ ହଜାର ତଳକୁ ଖସୁନି ସଂକ୍ରମଣ: ଦିନକରେ ୧୦,୬୪୯ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୫ ଜିଲ୍ଲାରେ ଦିନକରେ ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୫୭ ଜଣ

ଭୁବନେଶ୍ୱର ସ୍ଥିତି ସଂଗୀନ : ୧୨୯୪ ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଆଜି ସବୁ ପୁରୁଣା ରେକର୍ଡକୁ ଟପିଛି । ରାଜଧାନୀରେ ପ୍ରଥମ ଥର ଲାଗି ୧୨୦୦ରୁ ଅଧିକ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାର ବିଏମସି ଅଞ୍ଚଳରୁ ୧୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୩ଟି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମୁଭି କମ୍ପାନୀ ତରଫରୁ ୨.୫ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଆ ଉଦ୍ୟୋଗପତିଙ୍କ ଦ୍ୱାରା ପ୍ରତିଷ୍ଠିତ ମୁଭି ସଫ୍ଟଓୟାର କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ ଲକ୍ଷ ଟଙ୍କା ଦାନ କରିଛନ୍ତି

କୋଭିଡ୍ ମୁକାବିଲା ପାଇଁ ଡବ୍ଲୁଓଡିସିର ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କୋଭିଡ୍ ମହାମାରୀର ବ୍ୟାପକତା ସମୟରେ ଏହାକୁ ପ୍ରତିରୋଧ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନେକ ପଦକ୍ଷେପ ନିଆଯାଇଛି । ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଜନସାଧାରଣଙ୍କ ସହଯୋଗରେ ନିରନ୍ତର ଲାଗିଛନ୍ତି । ମହାମାରୀ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ

ବିଶ୍ବ ନର୍ସିଂ ଦିବସରେ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ବିଶ୍ବ ନର୍ସିଂ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭୟଙ୍କର ମହାମାରୀ ସମୟରେ ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ରୋଗୀଙ୍କୁ ନିଷ୍ଠାର

ବଡ଼ରୁ ବଡ଼ ମାରାତ୍ମକ ରୋଗରୁ ମୁକ୍ତି ଦେବ ଏହି ଫୁଲ

ଭୁବନେଶ୍ବର: ଲାଲ ରଙ୍ଗର ମନ୍ଦାର ଫୁଲ ଅତି ସୁନ୍ଦର ଦେଖାଯିବା ସହ ଘର ବାଡ଼ି ବଗିଚାର ଶୋଭା ବଢ଼ାଇଥାଏ । କିନ୍ତୁ ଏହି ଗଛର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ। ଏହାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ । ଏହାର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି ।