କାଚରେ ମୁଣ୍ଡ ପିଟିଦେଲେ ତାରା
ଭୁବନେଶ୍ୱର() ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ ପୋଡିୟମରେ ମୁଣ୍ଡ ପିଟିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତି…
