Odia News Portal

ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ନୂଆନ ଦୋଷୀ ସାବ୍ୟସ୍ତ

ଦୁବାଇ() ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ବୋଲର ନୂଆନ ଜୟସା ଆଇସିସି ଦ୍ୱାରା ଦୋଷୀସା ବ୍ୟସ୍ତ ହୋଇଛନ୍ତି । ଫିକ୍ସିଂ ଅଭିଯୋଗ ଆସିବା ପରେ ତାଙ୍କୁ ବାସନ୍ଦ କରାଯାଇଥିଲା । ମାମଲା ବିଚାରଧୀନ ରହିଥିଲା । ଆଇସିସିର ଏକ ସ୍ୱାଧୀନ ନ୍ୟାୟାଧିକରଣ ମାମଲାର ଶୁଣାଣି କରି ନୂଆନଙ୍କୁ…

କରୋନାରେ ଆଉ ୧୬ ମୃତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ପୁଣି ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ

ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି । ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍‌ରେ ଲଗାତାର ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି ।…

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର() ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ । ଗୃହ ଆରମ୍ଭରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଦିବଂଗତ ବିଧାୟକ ଓ କୋଭିଡ…

ଖୁବଶୀଘ୍ର ରାଜ୍ୟରେ ହେବ ଆଉ ୩ଟି ମେଡିକାଲ କଲେଜ

ଭୁବନେଶ୍ୱର()  ଖୁବଶୀଘ୍ର ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ୩ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ ରହିବ ୧୦୦ଟି ଲେଖାଏଁ ସିଟ୍‌ । ତାଳଚେରରେ MCLର ସହଯୋଗରେ ମେଡିକାଲ…

କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ

ଭୁବନେଶ୍ୱର() କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ । ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ରାଜ୍ୟରେ କରୋନା ମିଟର ଧିରେ ଧିରେ କମୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ…

ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଜୋରିମାନା

ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ

ଭୁବନେଶ୍ୱର()  ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତୁ୍ୟ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଭଳି ମୃତୁ୍ୟ ହେଲେ ତଦନ୍ତ ନେଇ ଏନଏଚଆରସିଙ୍କ ଗାଇଡଲାଇନ ଅଛି । ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି । ଏହାର…

କମୁନି ମୃତ୍ୟୁ ସଂଖ୍ୟା, ଆଜି ବି ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ବର() ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୫୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

• ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ • ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା • ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ • ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ଭୁବନେଶ୍ବର()  ଓଡିଶା ସହ…