Odia News Portal

ଆଉ ୧୬୧୭ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ବୋମା ବିସ୍ପୋରଣ, ଜଣେ ମୃତ, ୨ ଗୁରୁତର

ଗଞ୍ଜାମ() ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସେହି ଅଞ୍ଚଳରେ ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ…

ଡ୍ରାଇଭରଙ୍କ ନାରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ

ଭୁବନେଶ୍ବର()  ଜଣେ ଡ୍ରାଇଭରଙ୍କ ନାମରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ୨୮ କୋଟି ୨୮ ଲକ୍ଷର ଠକେଇ ସହିତ ୪ କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା…

ବାଜିରେ ଲାଗିଛି ସାଂସଦ ଓ ମନ୍ତ୍ରୀଙ୍କ ପତିଆରା

ଭୁବନେଶ୍ୱର() ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦୁଇଟି ଉପନିର୍ବାଚନରେ ଏବେ ପ୍ରାର୍ଥୀ ଓ ଦଳ ସହିତ ସାଂସଦ ଓ ମବୀଙ୍କ ପତିଆରା ମଧ୍ୟ ବାଜିରେ ଲାଗିଛି । ଉପନିର୍ବାଚନ ହେଉଥିବା ଦୁଇ ଜିଲ୍ଲାରୁ ଜଣେ କରି ମବୀ ଥିବାବେଳେ ଦୁଇ ଦଳ ହରାଇଥିବା ଆସନରେ ମଧ୍ୟ ଉଭୟ ଦଳର ସାଂସଦମାନେ ଅଛନ୍ତି । ତେଣୁ…

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଭୁବନେଶ୍ୱର()  ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କିଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ୬୦୧-୮୦୦କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି )…

ରାଜଧାନୀରେ କୋଭିଡ ସ୍ଥିତି ନେଇ ସୂଚନା ଦେଲେ ବିଏମସି କମିଶନ

ଭୁବନେଶ୍ୱର() ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘ଭୁବନେଶ୍ୱରରେ ଗତ ୧୦ ଦିନ ହେବ ସଂକ୍ରମଣ କମିଛି । ଭୁବନେଶ୍ୱରରେ ଏବେ ୨,୧୪୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ରାଜଧାନୀରେ…

ତିର୍ତୋଲରେ ନବୀନଙ୍କ ଭର୍ଚୁଆଲ ରାଲି : କ’ଣ କହିଲେ ନବୀନ

ଭୁବନେଶ୍ୱର()  ତିର୍ତୋଲ ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି । ଉଦବୋଧନ ଦେଇ ନବୀନ କହିଲେଯେ, ମା’ ଶାରଳାଙ୍କ ପବିତ୍ର କ୍ଷେତ୍ର ତିର୍ତୋଲର ପ୍ରିୟ ଭାଇଉଭଣୀମାନଙ୍କୁ ମୋର ନମସ୍କାର । କରୋନା ପରିଚାଳନାରେ ଓଡ଼ିଶା ସାରା…

ପ୍ରଥମ ପର୍ଯ୍ୟାୟ ବିହାର ମତଦାନ : ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

ପାଟନା ()  ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରାୟ ୧୦୬୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ…

ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର()   ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରୁ ବିଦାୟ ନେଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଦୁଇ ଦିନ ପୂର୍ବରୁ ୮ଟି ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଥିବା ବେଳେ ୮ଟି ଜିଲ୍ଲାରେ ଆଂଶିକ ଭାବରେ…

ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

ନୂଆଦିଲ୍ଲୀ()  ଜୁଲାଇ ୨୯ରେ ଭାରତକୁ ଆସିଥିଲା ଲଢୁଆ ଯୁଦ୍ଧବିମାନ ରାଫେଲ । ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର ୧୦ ତାରିଖରେ ଏହାକୁ ବାୟୁସେନାରେ ସାମିଲ କରାଯାଇଥିଲା । ଅମ୍ବାଲା ଏୟାର ବେସରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏହା ସହିତ ୨୦୨୧ ସୁଦ୍ଧା ଆହୁରି ୧୬ଟି ରାଫେଲ…