Odia News Portal

ଭୁବନେଶ୍ୱରରୁ ଆଉ ୨୩୯ ପଜିଟିଭ, ୧୭୬ ଲୋକାଲ କେସ

ଭୁବନେଶ୍ବର() ଆଜି ଭୁବନେଶ୍ୱରରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୦୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭ ହଜାର ୯୦୯ କୁ…

୩୭୦୦ କୋଟିର ଦୀପାବଳି ବୋନସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ()  କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ ୩୭୩୭ କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ…

ଏକ ତଦନ୍ତ ସମ୍ପର୍କରେ NIA ଛାତ୍ରକୁ ପଚରାଉଚରା କରୁଛି

ଭୁବନେଶ୍ୱର()  ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ  ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।  ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି ।  ଆମେ ପାଇଥିବା ସୂଚନା ଅନୁସାରେ ଏହି…

ଭୁବନେଶ୍ବରରୁ ଉଠାଇନେଲା NIA

ଭୁବନେଶ୍ୱର() ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇଛି ଏନଆଇଏ । ଆତଙ୍କବାଦୀ ସନ୍ଦେହରେ ବ୍ୟକ୍ତଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଓ ଏନଆଇଏ ପକ୍ଷରୁ ମିଳିତ ବ୍ୟକ୍ତିଙ୍କୁ ଜେରା…

ଆକାଶରେ ଦେଖାଗଲା ତିନିଟି ସୂର୍ଯ୍ୟ

ଚଳିତ ସପ୍ତାହରେ ଚୀନର ତୁକିଆଙ୍ଗ ପ୍ରଦେଶ ଅନ୍ତର୍ଗତ ମୋହେ ସହର ଆକାଶରେ ସକାଳେ ଏକକାଳୀନ ତିନିଟି ସୂର୍ଯ୍ୟ ଦେଖାଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତମାମ ଆଲୋଚନାର ବିଷୟ ପାଲଟିଛି । ସକାଳ ସାଢେ଼ ୬ଟାରୁ ୯ଟା ଯାଏ ରହିଥିବା ଏହି ମହାଜାଗତିକ ଦୃଶ୍ୟରେ ଭିଡିଓ ସାମାଜିକ ଗଣମାଧ୍ୟମରେ…

ଆଉ ଏକ ବର୍ବର କାଣ୍ଡ : ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ହତ୍ୟା

ଥିରୁଅନନ୍ତପୁରମ()  କେରଳର ମଲ୍ଲାପୁରମରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହାତୀ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ରହିଥିବା ମଲ୍ଲାପୁରମରେ ପୁଣି ଏକ ବୀଭତ୍ସ ହତ୍ୟାଣ୍ଡ ଘଟିଛି । କିଛି ଦିନ ପୂର୍ବରୁ ଏକ ହାତୀକୁ ସପୁରୀ ମଧ୍ୟରେ ବିସ୍ଫୋରକ ପୁରାଇ ଖାଇବାକୁ ଦିଆଯାଇଥିବା ବେଳେ ଗତକାଲି ଏକ…

ଆଉ ୧୩ ମୁଣ୍ଡ ନେଲା କରୋନା, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ବର() ଆଜି ୧୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୟୂରଭଞ୍ଜରୁ…

ଆଜି ଆଉ ୧୯୩୧ ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୪ ହଜାର ପାର

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ସହିଦଙ୍କୁ ପୋଲିସ ଡିଜିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର() ରାଜ୍ୟ ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୃତି ଦିବସ ପାଳନ ହୋଇଛି । ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୋଲିସ ଡିଜି ଅଭୟ । କୋରୋନାରେ ସହିଦ ହୋଇଥିବା ପୋଲିସଙ୍କୁ ବି ସେ ଶ୍ରଦ୍ଧାଞ୍ଜଳି…

ଅବପାତର ରୂପ ନେବ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ବର()  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବାର ସମ୍ଭାବନା ରହିଛି ।ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଓ୍ବେଲ୍‌ ମାର୍କଡ୍‌ରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ…