Odia News Portal

ଭ୍ୟାକସିନ୍‌ ଆସିବା ଯାଏଁ କରୋନା ସହ ଲଢେଇ ଜାରି ରଖିବା

ନୂଆଦିଲ୍ଲୀ()  ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି…

ଜେଏସପିଏଲ ଦ୍ୱାରା ଉତ୍ପାଦିତ ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ

ଭୁବନେଶ୍ୱର() ପ୍ରଥମ ଏବଂ ଏକମାତ୍ର ଭାରତୀୟ କମ୍ପାନୀ ଭାବରେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ଉଚ୍ଚ ଗତି ଏବଂ ହାଇ-ଏକ୍ସଲ ଲୋଡ୍ ପ୍ରୟୋଗ ପାଇଁ ଉପଯୁକ୍ତ ୬୦ଇ ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଲ୍କୁ ସଫଳତାର ସହିତ ବିକଶିତ କରିଛି । ଭାରତୀୟ ରେଳବାଇର…

ସମ୍‌ରେ କୋଭିଡ କୁ ପରାସ୍ତ କଲେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ

ଭୁବନେଶ୍ୱର() କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ । ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର…

ପାର୍ବଣ ଓ ଶୀତ ଋତୁ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି ପୂଜାରେ ସତର୍କ ରହିବାକୁ ଅପଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ସମସ୍ତଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି ।…

ପ୍ରୀତିରଞ୍ଜନ ଘଡାଇଙ୍କୁ କରୋନା

ଯାଜପୁର()  ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରୀତିରଞ୍ଜନ ଘଡାଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘କରୋନାର କୌଣସି…

ଦାଦାବଟି ରୋକିବାକୁ ହେଲ୍ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର()  ଟ୍ୱିନସିଟିରେ ‘ଦାଦାବଟିକୁନା’ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ । ଦାଦାବଟି ବିରୋଧରେ ଅଭିଯାନ ପାଇଁ ଏହି ନମ୍ବରକୁ ଜାରି କରାଯାଇଛି । ଜାରି କରାଯାଇଥିବା ନମ୍ବର…

ଏଣିକି ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ

ପୁରୀ() କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି । ଏନେଇଚ ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି । ବରାଦି ମହାପ୍ରସାଦ…

ଦୁର୍ଗାପୂଜା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

କଟକ()  କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ୍‌ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ୍‌ । ୧୦୦ ଜଣ ପୋଲିସ୍‌ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି ।…

୨୩ରେ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଏନେଇ୨୨ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୩ରେ ତିର୍ତ୍ତୋଲ ଓ…

ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର()  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ ହୋଇଛି। ଆଜି କଟକ ସଦଗୁରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। ପରଲୋକ ନେଇ ସୂଚନା ଦେଇଛନ୍ତି ଗୁରୁପଦଙ୍କ ପୁଅ ରୋମିଓ ନନ୍ଦ।…